ସରଧାପୁର ପଞ୍ଚାୟତ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରରେ ସମ୍ମାନିତ

ଖଡ଼ିଆଳ: ଖଡ଼ିଆଳ ବ୍ଲକ ଅନ୍ତର୍ଗତ ସରଧାପୁର ପଞ୍ଚାୟତକୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମ୍ମାନରେ ସମ୍ମାନିତ କରାଯାଇଛି। ସରଧାପୁର ସରପଞ୍ଚ ଉମେଶ କୈବର୍ତ୍ତ ଓ ସମିତିସଭ୍ୟ ଶ୍ରୀବତ୍ସ ସଗରିଆ ଉପସ୍ଥିତ ରହି ଏହି ସମ୍ମାନ ଜିଲ୍ଲା ପ୍ରଶାସନ ଠାରୁ ଗ୍ରହଣ କରିଥିଲେ। ସରଧାପୁର ପଞ୍ଚାୟତରେ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ଖଡ଼ିଆଳ ବ୍ଲକ ପ୍ରଶାସନ ସରପଞ୍ଚଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। The post ସରଧାପୁର ପଞ୍ଚାୟତ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରରେ ସମ୍ମାନିତ appeared first on Odisha.News.

ସରଧାପୁର ପଞ୍ଚାୟତ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରରେ ସମ୍ମାନିତ

ଖଡ଼ିଆଳ: ଖଡ଼ିଆଳ ବ୍ଲକ ଅନ୍ତର୍ଗତ ସରଧାପୁର ପଞ୍ଚାୟତକୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମ୍ମାନରେ ସମ୍ମାନିତ କରାଯାଇଛି। ସରଧାପୁର ସରପଞ୍ଚ ଉମେଶ କୈବର୍ତ୍ତ ଓ ସମିତିସଭ୍ୟ ଶ୍ରୀବତ୍ସ ସଗରିଆ ଉପସ୍ଥିତ ରହି ଏହି ସମ୍ମାନ ଜିଲ୍ଲା ପ୍ରଶାସନ ଠାରୁ ଗ୍ରହଣ କରିଥିଲେ। ସରଧାପୁର ପଞ୍ଚାୟତରେ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ଖଡ଼ିଆଳ ବ୍ଲକ ପ୍ରଶାସନ ସରପଞ୍ଚଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

The post ସରଧାପୁର ପଞ୍ଚାୟତ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରରେ ସମ୍ମାନିତ appeared first on Odisha.News.