ସରସ୍ବତୀ ଶିଶୁମନ୍ଦିରର ହଷ୍ଟେଲରେ ଛାତ୍ରଙ୍କୁ ମାଡ଼
ନନ୍ଦିଘୋଷ ବ୍ୟୁରୋ: ଶିଶୁ ମନ୍ଦିର ଛାତ୍ରଙ୍କୁ ଅମାନୁଷିକ ମାଡ଼ । ସମ୍ବଲପୁର ସ୍ଥିତ ଏକ ସରସ୍ବତୀ ଶିଶୁମନ୍ଦିରର ହଷ୍ଟେଲରେ ଜଣେ... The post ସରସ୍ବତୀ ଶିଶୁମନ୍ଦିରର ହଷ୍ଟେଲରେ ଛାତ୍ରଙ୍କୁ ମାଡ଼ appeared first on .
ନନ୍ଦିଘୋଷ ବ୍ୟୁରୋ: ଶିଶୁ ମନ୍ଦିର ଛାତ୍ରଙ୍କୁ ଅମାନୁଷିକ ମାଡ଼ । ସମ୍ବଲପୁର ସ୍ଥିତ ଏକ ସରସ୍ବତୀ ଶିଶୁମନ୍ଦିରର ହଷ୍ଟେଲରେ ଜଣେ ଛାତ୍ରଙ୍କୁ ମାଡ଼ ମରାଯାଇଛି । ଶିକ୍ଷକ ରଶ୍ମି ରଂଜନ ନାୟକ ଜଣେ ସପ୍ତମ ଶ୍ରେଣୀ ଛାତ୍ରଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଆହତ ଛାତ୍ରଙ୍କୁ ମେଡିକାଲରେ ଚିକିତ୍ସିତ ହେବାକୁ ପଡ଼ିଛି । ଏନେଇ ଛାତ୍ରଙ୍କ ଅଭିଭାବକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଶିକ୍ଷକ ରଶ୍ମି ରଂଜନ ନାୟକ ପାଖାପାଖି ୧୦ରୁ ଅଧିକ ଛାତ୍ରଙ୍କୁ ମାଡ ମାରିଥିବା ଛାତ୍ର କହିଛନ୍ତି ।
The post ସରସ୍ବତୀ ଶିଶୁମନ୍ଦିରର ହଷ୍ଟେଲରେ ଛାତ୍ରଙ୍କୁ ମାଡ଼ appeared first on .