ସରିଲା ସିଟ୍ ଭାଗବଣ୍ଟା, ଶୁକ୍ରବାର ସନ୍ଧ୍ୟା କିମ୍ୱା ଶନିବାର ଗୁରୁତ୍ୱପୂର୍ଣ୍ଣ ଘୋଷଣା

ଭୁବନେଶ୍ୱର ୦୮/୦୩: ଉଭୟ ବିଜେଡି ଏବଂ ବିଜେଡି ଦଳର ସହମତି ପରେ ସରିଛି ସିଟ୍ ଭାଗବଣ୍ଟା । ତେବେ ଅଳ୍ପ କିଛି ଆସନ ପାଇଁ ଘୋଷଣା ଅଟକିଥିବା ବିଶେଷ ସୂତ୍ରରୁ ଜଣା ପଡିଛି । ଆଜି ସନ୍ଧ୍ୟା କିମ୍ବା ଆସନ୍ତାକାଲି ମେଣ୍ଟ ଘୋଷଣା ହୋଇପାରେ ମେଣ୍ଟ । ଏହା ସହ ଓଡିଶାରେ ଉଭୟ ଲୋକସଭା ଏବଂ ବିଧାନସଭା ପାଇଁ କେଉଁ ଦଳ କେତେ ସିଟ୍ ରେ ଲଢିବେ ସେନେଇ ଚିତ୍ର ସ୍ପଷ୍ଟ ହୋଇଯିବ । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆସନ୍ତା ରବିବାର ବସିପାରେ ଏନଡିଏ ବୈଠକ । NDAରେ ସାମିଲ ଥିବା ସମସ୍ତ ଦଳର ନେତା ଏହି ବୈଠକରେ ଉପସ୍ଥିତ ରହିପାରନ୍ତି । ଏହା ପୂର୍ବରୁ ନବୀନ ଦିଲ୍ଲୀ ଯାଇ ପାରନ୍ତି ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି । ଦିଲ୍ଲୀରେ 5T ଅଧକ୍ଷ ଭି.କେ ପାଣ୍ଡିଆନ୍ ଏବଂ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ବିଜେପିର ଶୀର୍ଷ ନେତୃତ୍ବ ସହ ଆଲୋଚନା ଚାଲିଛି । ସେପଟେ ଶୁକ୍ରବାର ସଂଧ୍ୟା କିମ୍ବା କାଲି ମେଣ୍ଟ ଘୋଷଣା । ବିଜେଡି ଏବଂ ବିଜେଡି ର ସହମତି ପରେ ସରିଛି ସିଟ୍ ଭାଗବଣ୍ଟା । ଅଳ୍ପ କିଛି ଆସନ ପାଇଁ ଘୋଷଣା ଅଟକିଥିବା ସୂତ୍ରରୁ ସୂଚନା । କେଉଁ ଦଳ କେତେ ସିଟ୍ ରେ ଲଢିବେ ସେ ଚିତ୍ର ସ୍ପଷ୍ଟ ହେୋଇପାରେ । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆସନ୍ତା ରବିବାର NDA ବୈଠକ । NDAରେ ସାମିଲ ଥିବା ସବୁ ନେତା ବୈଠକରେ ରହିପାରନ୍ତି । ରବିବାର ନବୀନ ଦିଲ୍ଲୀ ଯାଇପାରନ୍ତି ବୋଲି ବିଶେଷ ସୂତ୍ରରୁ ସୂଚନା

ସରିଲା ସିଟ୍ ଭାଗବଣ୍ଟା, ଶୁକ୍ରବାର ସନ୍ଧ୍ୟା କିମ୍ୱା ଶନିବାର ଗୁରୁତ୍ୱପୂର୍ଣ୍ଣ ଘୋଷଣା

ଭୁବନେଶ୍ୱର ୦୮/୦୩: ଉଭୟ ବିଜେଡି ଏବଂ ବିଜେଡି ଦଳର ସହମତି ପରେ ସରିଛି ସିଟ୍ ଭାଗବଣ୍ଟା । ତେବେ ଅଳ୍ପ କିଛି ଆସନ ପାଇଁ ଘୋଷଣା ଅଟକିଥିବା ବିଶେଷ ସୂତ୍ରରୁ ଜଣା ପଡିଛି । ଆଜି ସନ୍ଧ୍ୟା କିମ୍ବା ଆସନ୍ତାକାଲି ମେଣ୍ଟ ଘୋଷଣା ହୋଇପାରେ ମେଣ୍ଟ । ଏହା ସହ ଓଡିଶାରେ ଉଭୟ ଲୋକସଭା ଏବଂ ବିଧାନସଭା ପାଇଁ କେଉଁ ଦଳ କେତେ ସିଟ୍ ରେ ଲଢିବେ ସେନେଇ ଚିତ୍ର ସ୍ପଷ୍ଟ ହୋଇଯିବ ।


 ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆସନ୍ତା ରବିବାର ବସିପାରେ ଏନଡିଏ ବୈଠକ । NDAରେ ସାମିଲ ଥିବା ସମସ୍ତ ଦଳର ନେତା ଏହି ବୈଠକରେ ଉପସ୍ଥିତ ରହିପାରନ୍ତି । ଏହା ପୂର୍ବରୁ ନବୀନ ଦିଲ୍ଲୀ ଯାଇ ପାରନ୍ତି ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି । ଦିଲ୍ଲୀରେ 5T ଅଧକ୍ଷ ଭି.କେ ପାଣ୍ଡିଆନ୍ ଏବଂ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ବିଜେପିର ଶୀର୍ଷ ନେତୃତ୍ବ ସହ ଆଲୋଚନା ଚାଲିଛି । 


ସେପଟେ ଶୁକ୍ରବାର ସଂଧ୍ୟା କିମ୍ବା କାଲି ମେଣ୍ଟ ଘୋଷଣା । ବିଜେଡି ଏବଂ ବିଜେଡି ର ସହମତି ପରେ ସରିଛି ସିଟ୍ ଭାଗବଣ୍ଟା । ଅଳ୍ପ କିଛି ଆସନ ପାଇଁ ଘୋଷଣା ଅଟକିଥିବା ସୂତ୍ରରୁ ସୂଚନା । କେଉଁ ଦଳ କେତେ ସିଟ୍ ରେ ଲଢିବେ ସେ ଚିତ୍ର ସ୍ପଷ୍ଟ ହେୋଇପାରେ । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆସନ୍ତା ରବିବାର NDA ବୈଠକ । NDAରେ ସାମିଲ ଥିବା ସବୁ ନେତା ବୈଠକରେ ରହିପାରନ୍ତି । ରବିବାର ନବୀନ ଦିଲ୍ଲୀ ଯାଇପାରନ୍ତି ବୋଲି ବିଶେଷ ସୂତ୍ରରୁ ସୂଚନା