ସହରରେ ପଶିଲା ବାର୍ହା, ବଢିଲା ଭୟ
କେନ୍ଦୁଝର,୧୬।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହର ଜିଲା କୋର୍ଟ ନିକଟ ମାର୍କେଟ କମ୍ପ୍ଲେକ୍ସର ଆପୋଲ ମେଡିସିନ ଦୋକାନ ଭିତରେ ମଙ୍ଗଳବାର ଏକ ବଣୁଆ ବାର୍ହା ହଠାତ୍ ସକାଳ ନଅ ଟାରେ ପଶିଯିବାରୁ ଚାଞ୍ଚଲ୍ୟ ଖେଳିଯାଇଛି। ବନ ବିଭାଗ ପକ୍ଷରୁ ବାରହାଟିକୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରିଛି। ବାର୍ହାଟି କେଉଁଠୁ ଆସିଲା ଜଣାପଡିନାହିଁ। ତେବେ ସେ କ୍ଷତାକ୍ତ ହୋଇଥିବା ସୂଚନା ମିଳିଛି। ମେଡ଼ିସିନ ଦୋକାନ କର୍ମଚାରୀମାନେ ଅଳ୍ପକେ ସେଠାରୁ ଖସି ବର୍ତ୍ତି ଯାଇଛନ୍ତି। ବାହାରକୁ ଆସି ସଟର ବନ୍ଦ […] The post ସହରରେ ପଶିଲା ବାର୍ହା, ବଢିଲା ଭୟ appeared first on Dharitri Odia News.
କେନ୍ଦୁଝର,୧୬।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହର ଜିଲା କୋର୍ଟ ନିକଟ ମାର୍କେଟ କମ୍ପ୍ଲେକ୍ସର ଆପୋଲ ମେଡିସିନ ଦୋକାନ ଭିତରେ ମଙ୍ଗଳବାର ଏକ ବଣୁଆ ବାର୍ହା ହଠାତ୍ ସକାଳ ନଅ ଟାରେ ପଶିଯିବାରୁ ଚାଞ୍ଚଲ୍ୟ ଖେଳିଯାଇଛି। ବନ ବିଭାଗ ପକ୍ଷରୁ ବାରହାଟିକୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରିଛି। ବାର୍ହାଟି କେଉଁଠୁ ଆସିଲା ଜଣାପଡିନାହିଁ। ତେବେ ସେ କ୍ଷତାକ୍ତ ହୋଇଥିବା ସୂଚନା ମିଳିଛି। ମେଡ଼ିସିନ ଦୋକାନ କର୍ମଚାରୀମାନେ ଅଳ୍ପକେ ସେଠାରୁ ଖସି ବର୍ତ୍ତି ଯାଇଛନ୍ତି। ବାହାରକୁ ଆସି ସଟର ବନ୍ଦ କରି ବନ ବିଭାଗକୁ ସୂଚନା ଦେଇଥିଲେ। ବାର୍ହା ଉଦ୍ଧାର ଦେଖିବାକୁ ଶହ ଶହ ଲୋକଙ୍କ ଭିଡ ଜମିଛି।
The post ସହରରେ ପଶିଲା ବାର୍ହା, ବଢିଲା ଭୟ appeared first on Dharitri Odia News.