ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ସିଇଓଙ୍କ ନିକଟରେ ଫେରାଦ ହେଲେ ବିଜେଡି ଟିମ୍

ଭୁବନେଶ୍ବର ୧୦।୪: ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଅଭିଯୋଗ ନେଇ ସିଇଓଙ୍କୁ ଭେଟିଲେ ବିଜେଡି ଟିମ୍ । ସଭାସମିତିରେ ସରକାରୀ କର୍ମଚାରୀଙ୍କୁ ଧମକାଉଛନ୍ତି ପ୍ରଦୀପ । ଏଭଳି ଅଭିଯୋଗ ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେଡି । ପ୍ରଦୀପଙ୍କ ନାଁରେ ଅନେକ ଅଭିଯୋଗ ଥିବା ପରେ ବି ଏଭଳି ଆଚରଣ ଦ୍ୱାରା ସେ ସରକାରୀ କର୍ମଚାରୀଙ୍କୁ ଭୟଭୀତ କରିବାକୁ ଉଦ୍ୟମ କରୁଥିବା ବିଜେଡି ମୁଖପାତ୍ର ତୁଙ୍ଗନାଥ ପଣ୍ଡା କହିଛନ୍ତି । ସାଂସଦ ସସ୍ମିତ ପାତ୍ର, ସୁଲତା ଦେଓଙ୍କ ସମେତ ମୁଖ୍ୟପାତ୍ର ଓ ରାଜ୍ୟ ନେତୃତ୍ୱର ଏକ ଟିମ୍ ସିଇଓଙ୍କ ନିକଟରେ ଫେରାଦ ହୋଇଛନ୍ତି ।You Can Read :କଂଗ୍ରେସ ଛାଡି ବିଜେଡିରେ ସାମିଲ ହେଲେ ପୂର୍ବତନ ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ ସୁନିଆନି

ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ସିଇଓଙ୍କ ନିକଟରେ ଫେରାଦ ହେଲେ ବିଜେଡି ଟିମ୍

ଭୁବନେଶ୍ବର ୧୦।୪: ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଅଭିଯୋଗ ନେଇ ସିଇଓଙ୍କୁ ଭେଟିଲେ ବିଜେଡି ଟିମ୍ । ସଭାସମିତିରେ ସରକାରୀ କର୍ମଚାରୀଙ୍କୁ ଧମକାଉଛନ୍ତି ପ୍ରଦୀପ । ଏଭଳି ଅଭିଯୋଗ ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେଡି । ପ୍ରଦୀପଙ୍କ ନାଁରେ ଅନେକ ଅଭିଯୋଗ ଥିବା ପରେ ବି ଏଭଳି ଆଚରଣ ଦ୍ୱାରା ସେ ସରକାରୀ କର୍ମଚାରୀଙ୍କୁ ଭୟଭୀତ କରିବାକୁ ଉଦ୍ୟମ କରୁଥିବା ବିଜେଡି ମୁଖପାତ୍ର ତୁଙ୍ଗନାଥ ପଣ୍ଡା କହିଛନ୍ତି । ସାଂସଦ ସସ୍ମିତ ପାତ୍ର, ସୁଲତା ଦେଓଙ୍କ ସମେତ ମୁଖ୍ୟପାତ୍ର ଓ ରାଜ୍ୟ ନେତୃତ୍ୱର ଏକ ଟିମ୍ ସିଇଓଙ୍କ ନିକଟରେ ଫେରାଦ ହୋଇଛନ୍ତି ।

You Can Read :

କଂଗ୍ରେସ ଛାଡି ବିଜେଡିରେ ସାମିଲ ହେଲେ ପୂର୍ବତନ ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ ସୁନିଆନି