ସାଇରନ୍ ଶୁଭିଲେ କରିବେ କ'ଣ ?

ସାଇରନ୍ ଶୁଭିଲେ ବିଚଳିତ ହୁଅନ୍ତୁନି କି ଭୟଭୀତ ହୁଅନ୍ତୁ ନାହିଁ। 5ରୁ 10 ମିନିଟ୍ ଭିତରେ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ଚେଷ୍ଠା କରନ୍ତୁ। ଟିଭି, ରେଡିଓ ଓ ସରକାରୀ ଆଲର୍ଟ ପ୍ରତି ଧ୍ୟାନ ଦିଅନ୍ତୁ। ପ୍ରାଶାସନିକ ନିର୍ଦ୍ଦେଶକୁ ପାଳନ କରନ୍ତୁ।

ସାଇରନ୍ ଶୁଭିଲେ କରିବେ କ'ଣ ?
Array