ସାତକୋଶିଆରୁ ଲୋପ ପାଇଯିବ ଘଡ଼ିଆଳ କୁମ୍ଭୀର !
ସାତକୋଶିଆ ଅଭୟାରଣ୍ୟର ମୁଖ୍ୟ ଆକର୍ଷଣ ହେଉଛି, ଘଡ଼ିଆଳ କୁମ୍ଭୀର ।
ଘଡ଼ିଆଳ କୁମ୍ଭୀରଙ୍କ ପାଇଁ ବିଶ୍ୱ ପର୍ଯ୍ୟଟନରେ ସ୍ଥାନ ପାଇଥିବା ସାତକୋଶିଆ ଅଭ୍ୟାରଣ୍ୟରେ ଘଡ଼ିଆଳ କୁମ୍ଭୀରଙ୍କ ବଂଶ ଲୋପ ପାଇଯିବ କି ? ଦେଖନ୍ତୁ ପୂରା ରିପୋର୍ଟ।