ସାନ ସଉତୁଣୀ ଟାଙ୍ଗିଆ ମାଡରେ ବଡ ସଉତୁଣୀ ମୃତ ... ପୋଲିସ କରୁଛି ତଦନ୍ତ..

ବୈପାରିଗୁଡା ଥାନା ଅନ୍ତର୍ଗତ ଦଶମନ୍ତପୁର ପଞ୍ଚାୟତର ଦୋରାପୁଟ ଗାଁରେ ଏକ ଦୁଖଦ ଘଟଣା ଘଟିଯାଇଥିବା ବେଳେ ଘଟଣା ଘଟିଛି | ଘରେ ସ୍ବାମୀ ନଥିବା ସମୟରେ କୌଣସି ଏକ କଥାକୁ ନେଇ ସାନ ସଉତୁଣୀର ଟାଙ୍ଗିଆ ଚୋଟରେ ବଡ଼ ସଉତୁଣୀ ମୃତ୍ୟ ହୋଇଥିବାର କୁହା