ସାବିତ୍ରୀରେ ଘଟିଗଲା ବଡ଼ ଅଘଟଣ...ଭୟଙ୍କର ନିଆଁରେ ଜଳିଗଲା ଘର...ଆଁ କରିକି ଅନେଇଛନ୍ତି ଲୋକେ
ନରସିଂହପୁର ବ୍ଲକ ଅନ୍ତର୍ଗତ ନୂଆ ଫୁଲପଡା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗ୍ରାମରେ ଦୁଇ ବଖରା ଘର ସମ୍ପୂର୍ଣ୍ଣ ଜଳିଯାଇଛି। ଅନେକ ଆସବାବପତ୍ର ସହ ଅନେକ ସାମଗ୍ରୀ ପୋଡି ଯାଇଛି। ଖବର ପାଇ ନରସିଂହପୁର ଅଗ୍ନିଶମ ବାହିନୀ ପହଁଚି ନିଆଁ କୁ ଆୟ