ସାବୁନ ଲୋଭରେ ପଥରରେ ଫସିଗଲା ହାତ...ଦୀର୍ଘ 8 ଘଣ୍ଟା ପରେ ପଥର କାଟି ହାତ ବାହାର କଲା ଅଗ୍ନିଶମ ବାହିନୀ

ଘଟଣା ହେଉଛି ଗଜପତି ଜିଲ୍ଲା ଆର ଉଦୟଗିରି ଥାନା ତାଲିଗାଁ ନିକଟର l ଗାଁ ର ଜଣେ ବାଳକ ଘର ପାଖରେ ଥିବା ଏକ ପାହାଡିଆ ନଦୀକୁ ଗାଧୋଇବା ପାଇ ଯାଇଥିବା ବେଳେ ଏକ ପଥର କୋରଡ଼ରେ ହାତ ଫସି ଯାଇଥିଲା l ଶେଷରେ ଘଟଣା ସ୍ଥଳରେ ଅଗ୍ନି ଶମ ବିଭାଗ ପହଂଚ