ସିଗାରେଟ୍ ପାଇଁ ଯୁବତୀଙ୍କୁ ପଠାଉଥିଲେ ଅଭିନେତ୍ରୀ ରିୟା ?
ଓଲିଉଡ୍ ଅଭିନେତ୍ରୀ ରିୟାଙ୍କ ବିରୋଧରେ କେୟାର୍ ଟେକର୍ଙ୍କ ଅଭିଯୋଗ । ଅଭିନେତ୍ରୀ ଓ ତାଙ୍କ ସ୍ୱାମୀ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି ।
ସିଗାରେଟ୍ ଆଣିବା ପାଇଁ ନିଜ କେୟାର୍ ଟେକର୍ଙ୍କୁ ପଠାଉଥିଲେ ଅଭିନେତ୍ରୀ ରିୟା ? କେୟାର୍ ଟେକର୍ ଯୁବତୀ କହିଲେ, ରିୟା ମୋତେ ଉଠବସ କରାଉଥିଲେ ଏବଂ ତାଙ୍କ ସ୍ବାମୀ ମୋତେ ମାଡ଼ ମାରୁଥିଲେ। ଏ ନେଇ ଆମେ ଅଭିନେତ୍ରୀ ରିୟା ଦେଙ୍କ ସହ ଫୋନ ଯୋଗେ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲୁ, କିନ୍ତୁ ସେ ଫୋନ ରିସିଭ୍ କରିନଥିଲେ। ଦେଖନ୍ତୁ ପୂରା ରିପୋର୍ଟ ।