ସିନ୍ଧୁ ପରେ ଚେନାବ ନଦୀ ଉପରେ ବି ଭାରତର ୱାଟର ଷ୍ଟ୍ରାଇକ୍

ପାକିସ୍ତାନ ସହ ପ୍ରତ୍ୟକ୍ଷ ଯୁଦ୍ଧ ପୂର୍ବରୁ, ପରୋକ୍ଷ ଯୁଦ୍ଧରେ ଭାରି ପଡ଼ୁଛି ଭାରତ । ସିନ୍ଧୁ ଜଳ ଚୁକ୍ତି ରଦ୍ଦର ପ୍ରାୟ ୨ ସପ୍ତାହ ପରେ, କାଶ୍ମୀରର ୨ଟି ଜଳ ବିଦ୍ୟୁତ ପ୍ରକଳ୍ପର କ୍ଷମତା ବଢ଼ାଇବାକୁ ପଙ୍କୋଦ୍ଧାର ଆରମ୍ଭ ହୋଇଛି ।

ସିନ୍ଧୁ ପରେ ଚେନାବ ନଦୀ ଉପରେ ବି ଭାରତର ୱାଟର ଷ୍ଟ୍ରାଇକ୍
Array