ସିମୁଳିଆ ଅଞ୍ଚଳରୁ ୩ଟି ବିରଳ ଧଳା ଗରୁଡ ପକ୍ଷୀ ଉଦ୍ଧାର

ସୋର ୫।୧: ତିନୋଟି ବିରଳ ଧଳା ଗରୁଡ ପକ୍ଷୀ ଉଦ୍ଧାର l ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ କହ୍ନେଇବିନ୍ଧା ପଞ୍ଚାୟତ ତୀରଖୁଆ ଗ୍ରାମରେ ଏହି ବିରଳ ପକ୍ଷୀ l ଗ୍ରାମବାସୀ ଚାଷଜମିକୁ ଆସିଥିବା ବେଳେ ଏକ ଛୋଟ ଭଙ୍ଗା ତାଳ ଗଛରେ ତିନୋଟି ବିରଳ ପକ୍ଷୀ ଦେଖିବାକୁ ପାଇଥିଲେ l ଏପରି ପକ୍ଷୀ ଆଗରୁ ଦେଖି ନଥିବା ବେଳେ ଏମିତି ପକ୍ଷୀକୁ ପ୍ରଥମ ଥର ଦେଖି ଗ୍ରାମବାସୀଙ୍କୁ ଖବର ଦେଇଥିଲେ । ଖବର ଶୁଣି ଏହି ବିରଳ ପକ୍ଷୀକୁ ଦେଖିବା ପାଇଁ ପ୍ରବଳ ଭିଡ଼ ଜମିଥିବା ବେଳେ ବାହାରୁ ମଧ୍ୟ ଲୋକମାନେ ଆସି ପକ୍ଷୀକୁ ଦେଖିଥିଲେ l ଏହି ପକ୍ଷୀ ତିନୋଟି ଗରୁଡ଼ ପକ୍ଷୀ ପରି ଦେଖାଯାଉଥିବା ବେଳେ ପକ୍ଷୀଙ୍କୁ ଗଛରେ ଛାଡି ଦେଇଥିବା ସୂଚନା ମିଳିଛି । You Can Read : https://www.prameyanews7.com/odisha-cs-pradeep-jena-review-development-work-at-puri/ The post ସିମୁଳିଆ ଅଞ୍ଚଳରୁ ୩ଟି ବିରଳ ଧଳା ଗରୁଡ ପକ୍ଷୀ ଉଦ୍ଧାର appeared first on Prameya News7.

ସିମୁଳିଆ ଅଞ୍ଚଳରୁ ୩ଟି ବିରଳ ଧଳା ଗରୁଡ ପକ୍ଷୀ ଉଦ୍ଧାର

ସୋର ୫।୧: ତିନୋଟି ବିରଳ ଧଳା ଗରୁଡ ପକ୍ଷୀ ଉଦ୍ଧାର l ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ କହ୍ନେଇବିନ୍ଧା ପଞ୍ଚାୟତ ତୀରଖୁଆ ଗ୍ରାମରେ ଏହି ବିରଳ ପକ୍ଷୀ l ଗ୍ରାମବାସୀ ଚାଷଜମିକୁ ଆସିଥିବା ବେଳେ ଏକ ଛୋଟ ଭଙ୍ଗା ତାଳ ଗଛରେ ତିନୋଟି ବିରଳ ପକ୍ଷୀ ଦେଖିବାକୁ ପାଇଥିଲେ l

ଏପରି ପକ୍ଷୀ ଆଗରୁ ଦେଖି ନଥିବା ବେଳେ ଏମିତି ପକ୍ଷୀକୁ ପ୍ରଥମ ଥର ଦେଖି ଗ୍ରାମବାସୀଙ୍କୁ ଖବର ଦେଇଥିଲେ । ଖବର ଶୁଣି ଏହି ବିରଳ ପକ୍ଷୀକୁ ଦେଖିବା ପାଇଁ ପ୍ରବଳ ଭିଡ଼ ଜମିଥିବା ବେଳେ ବାହାରୁ ମଧ୍ୟ ଲୋକମାନେ ଆସି ପକ୍ଷୀକୁ ଦେଖିଥିଲେ l ଏହି ପକ୍ଷୀ ତିନୋଟି ଗରୁଡ଼ ପକ୍ଷୀ ପରି ଦେଖାଯାଉଥିବା ବେଳେ ପକ୍ଷୀଙ୍କୁ ଗଛରେ ଛାଡି ଦେଇଥିବା ସୂଚନା ମିଳିଛି ।

You Can Read :

https://www.prameyanews7.com/odisha-cs-pradeep-jena-review-development-work-at-puri/

The post ସିମୁଳିଆ ଅଞ୍ଚଳରୁ ୩ଟି ବିରଳ ଧଳା ଗରୁଡ ପକ୍ଷୀ ଉଦ୍ଧାର appeared first on Prameya News7.