ସିମୁଳିଆ ବିଡିଓ ବିଶ୍ୱରଞ୍ଜନ ମହାନ୍ତିଙ୍କ ସନ୍ଦେହଜନଙ୍କ ମୃତ୍ୟୁ, ସରକାରୀ ବାସଭବନରୁ ମିଳିଲା ମୃତଦେହ

ସିମୁଳିଆ (କେନ୍ୟୁଜ୍‌): ବାଲେଶ୍ୱର ଜିଲ୍ଲା ସିମୁଳିଆ ବିଡିଓଙ୍କ ସନ୍ଦେହଜନଙ୍କ ମୃତ୍ୟୁ ହୋଇଛି । ମୃତ ବିଡିଓ ହେଲେ ବିଶ୍ୱରଂଜନ ମହାନ୍ତି । ଦିନ ୧୧ଟାରେ ମାତ୍ର କିଛି ସମୟ କାର୍ଯ୍ୟ କରି ସେ ନିଜ ସରକାରୀ ବାସଭବନ ଚାଲି ଯାଇଥିଲେ । ସେଠାରେ ତାଙ୍କର ସନ୍ଦେହଜନ ଅବସ୍ଥାରେ ମୃତଦେହ ମିଳିଛି । ମୃତ୍ୟୁର କାରଣ ଜଣାପଡି ନାହିଁ । ଭିସିରେ ଯୋଗ ନ ଦେବାରୁ ବିଡିଓଙ୍କୁ ଖୋଜା ପଡ଼ିଥିଲା । ଏହାପରେ ଘଟଣା ସାମ୍ନାକୁ ଆସିଥିଲା । […] The post ସିମୁଳିଆ ବିଡିଓ ବିଶ୍ୱରଞ୍ଜନ ମହାନ୍ତିଙ୍କ ସନ୍ଦେହଜନଙ୍କ ମୃତ୍ୟୁ, ସରକାରୀ ବାସଭବନରୁ ମିଳିଲା ମୃତଦେହ appeared first on KNews Odisha.

ସିମୁଳିଆ ବିଡିଓ ବିଶ୍ୱରଞ୍ଜନ ମହାନ୍ତିଙ୍କ ସନ୍ଦେହଜନଙ୍କ ମୃତ୍ୟୁ, ସରକାରୀ ବାସଭବନରୁ ମିଳିଲା ମୃତଦେହ
simu

ସିମୁଳିଆ (କେନ୍ୟୁଜ୍‌): ବାଲେଶ୍ୱର ଜିଲ୍ଲା ସିମୁଳିଆ ବିଡିଓଙ୍କ ସନ୍ଦେହଜନଙ୍କ ମୃତ୍ୟୁ ହୋଇଛି । ମୃତ ବିଡିଓ ହେଲେ ବିଶ୍ୱରଂଜନ ମହାନ୍ତି । ଦିନ ୧୧ଟାରେ ମାତ୍ର କିଛି ସମୟ କାର୍ଯ୍ୟ କରି ସେ ନିଜ ସରକାରୀ ବାସଭବନ ଚାଲି ଯାଇଥିଲେ । ସେଠାରେ ତାଙ୍କର ସନ୍ଦେହଜନ ଅବସ୍ଥାରେ ମୃତଦେହ ମିଳିଛି । ମୃତ୍ୟୁର କାରଣ ଜଣାପଡି ନାହିଁ । ଭିସିରେ ଯୋଗ ନ ଦେବାରୁ ବିଡିଓଙ୍କୁ ଖୋଜା ପଡ଼ିଥିଲା । ଏହାପରେ ଘଟଣା ସାମ୍ନାକୁ ଆସିଥିଲା । ଖବର ପାଇ ଘଟଣାସ୍ଥଳରେ ସିମୁଳିଆ ପୋଲିସ ଓ ତହସିଲଦାର ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

The post ସିମୁଳିଆ ବିଡିଓ ବିଶ୍ୱରଞ୍ଜନ ମହାନ୍ତିଙ୍କ ସନ୍ଦେହଜନଙ୍କ ମୃତ୍ୟୁ, ସରକାରୀ ବାସଭବନରୁ ମିଳିଲା ମୃତଦେହ appeared first on KNews Odisha.