ସୀମାରେ ଯବାନଙ୍କ ସହ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ
ଗୁଜରାଟ କଚ୍ଛ୍ରେ ଦେଶର ଜାଗ୍ରତ ପ୍ରହରୀଙ୍କ ସହ ଆଲୋକର ପର୍ବରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ। ବିଏସ୍ଏଫ୍, ଆର୍ମି, ନେଭି ଓ ଏୟାରଫୋର୍ସ ସହ ଦିୱାଲି ସେଲିବ୍ରେସନ୍ ପାଇଁ ଭାରତ-ପାକିସ୍ତାନ ବର୍ଡରରେ ଥିବା ବିବାଦୀୟ ସାର୍ କ୍ରିକ୍ର ଲକି ନାଲାରେ ପହଞ୍ଚିଥିଲେ ନରେନ୍ଦ୍ର ମୋଦି।