ସୁକମା ଏନକାଉଣ୍ଟର: ପୁଣି ଜଣେ ନକ୍ସଲ ମୃତ
ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ୧୭ ନକ୍ସଲଙ୍କ ଏନକାଉଣ୍ଟରରେ ମୃତ୍ୟୁ ଘଟିଥିଲା। ଆଜି ପୁଣି ସୁକମା ବାସାଗୁଡା ଥାନା ଅଞ୍ଚଳର ଟେକମେଟା ଜଂଗଲରେ ଏନକାଉଣ୍ଟରରେ ଜଣେ ନକ୍ସଲ ନିହତ ହୋଇଛି। ମୃତ ନକ୍ସଲ ମୁଣ୍ଡରେ ରହିଥିଲା ଲକ୍ଷେ ଟଙ୍କାର ପୁରସ୍କାର। ନକ୍ସଲ ଖବର ପାଇ ବିଜାପୁର ଡିଆରଜି, କୋବ୍ରା ଯବାନ, ସିଆରପିଏଫ ଯବାନ ଟେକମେଟା ଜଙ୍ଗଲରେ ଅଚାନକ ଚଢାଉ କରିଥିଲେ। ଆଜି ସକାଳେ ନକ୍ସଲ ଏବଂ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ଘଟିଥିଲା। ଦୀର୍ଘ ସମୟ ଗୁଳିବିନିମୟ […]

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ୧୭ ନକ୍ସଲଙ୍କ ଏନକାଉଣ୍ଟରରେ ମୃତ୍ୟୁ ଘଟିଥିଲା। ଆଜି ପୁଣି ସୁକମା ବାସାଗୁଡା ଥାନା ଅଞ୍ଚଳର ଟେକମେଟା ଜଂଗଲରେ ଏନକାଉଣ୍ଟରରେ ଜଣେ ନକ୍ସଲ ନିହତ ହୋଇଛି। ମୃତ ନକ୍ସଲ ମୁଣ୍ଡରେ ରହିଥିଲା ଲକ୍ଷେ ଟଙ୍କାର ପୁରସ୍କାର।