ସୁଧ ସହ ପେନସନ ଫେରାଇବେ ଓ-ହବ୍ ମୁଖ୍ୟ

କାର୍ଯ୍ୟକାରୀ ଅଧ୍ୟକ୍ଷ ଡକ୍ଟର ଓମକାର ରାୟ ଚୁକ୍ତିଭିତ୍ତିକ ଚାକିରିରେ ନେଇଥିଲେ ପେନସନ୍ ।

ସୁଧ ସହ ପେନସନ ଫେରାଇବେ ଓ-ହବ୍ ମୁଖ୍ୟ

ଷ୍ଟାର୍ଟଅପ୍ ଓଡ଼ିଶା କାର୍ଯ୍ୟକାରୀ ଅଧ୍ୟକ୍ଷଙ୍କୁ ପେନସନ ଟଙ୍କା ଫେରାଇବାକୁ ପଡ଼ିବ । କାର୍ଯ୍ୟକାରୀ ଅଧ୍ୟକ୍ଷ ଡକ୍ଟର ଓମକାର ରାୟ ଚୁକ୍ତିଭିତ୍ତିକ ଚାକିରିରେ ନେଇଥିଲେ ପେନସନ୍ । ଦୁଇ ବର୍ଷ ହେଲା ନେଇଥିବା ମାସିକ ପେନସନକୁ 3% ସୁଧ ସହ ଫେରାଇବାକୁ ନିର୍ଦ୍ଦେଶ । ଦେଖନ୍ତୁ ପୂରା ରିପୋର୍ଟ।