ସୁନା ଦୋକାନ କର୍ମଚାରୀଙ୍କ ଉପରେ ଗୁଳିମାଡ଼ । ଜଣେ ମୃତ, ଜଣେ ଗୁରୁତର ।

କନକ ବ୍ୟୁରୋ: ଲୁଟ୍ ପାଇଁ ଗୁଳିମାଡ଼ । ଯାଜପୁର ପାଣିକୋଇଲିରେ ସୁନା ଦୋକାନ କର୍ମଚାରୀଙ୍କ ଉପରେ ଗୁଳିମାଡ଼ । ଟଙ୍କା ନେଇ ବ୍ୟାଙ୍କକୁ ଯାଉଥିବା ବେଳେ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ ।  ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । କଟକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ୨ଲୁଟେରାକୁ ସ୍ଥାନୀୟ ଲୋକ କାବୁ କରିଥିବା ବେଳେ ଅନ୍ୟ ଦୁଇ ଜଣ ଫେରାର ହୋଇଯାଇଛନ୍ତି  । 

ସୁନା ଦୋକାନ କର୍ମଚାରୀଙ୍କ ଉପରେ ଗୁଳିମାଡ଼ । ଜଣେ ମୃତ, ଜଣେ ଗୁରୁତର ।

କନକ ବ୍ୟୁରୋ: ଲୁଟ୍ ପାଇଁ ଗୁଳିମାଡ଼ । ଯାଜପୁର ପାଣିକୋଇଲିରେ ସୁନା ଦୋକାନ କର୍ମଚାରୀଙ୍କ ଉପରେ ଗୁଳିମାଡ଼ । ଟଙ୍କା ନେଇ ବ୍ୟାଙ୍କକୁ ଯାଉଥିବା ବେଳେ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ । 

ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । କଟକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ୨ଲୁଟେରାକୁ ସ୍ଥାନୀୟ ଲୋକ କାବୁ କରିଥିବା ବେଳେ ଅନ୍ୟ ଦୁଇ ଜଣ ଫେରାର ହୋଇଯାଇଛନ୍ତି  ।