ସୁନ୍ଦରଗଡ଼ରେ ବେଆଇନ କୋଇଲା ଖଣିରେ ପୁଣି ଚଢ଼ାଉ
#ସୁନ୍ଦରଗଡ଼ରେ_ବେଆଇନ_କୋଇଲା_ଖଣିରେ_ପୁଣି_ଚଢ଼ାଉ ୧୦ ହଜାରରୁ ଅଧିକ ଟନ୍ ର କୋଇଲା ଜବତ ହୋଇଛି। ହେମଗିରି କନିକା ସ୍ଥିତ ଆରିୟନ କୋଲ୍ ୱାସେରିରେ ରାଜସ୍ବ ଓ ଖଣି ବିଭାଗ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଛି। #Raid #CoalMines #Sundargarh #Odis
#ସୁନ୍ଦରଗଡ଼ରେ_ବେଆଇନ_କୋଇଲା_ଖଣିରେ_ପୁଣି_ଚଢ଼ାଉ
୧୦ ହଜାରରୁ ଅଧିକ ଟନ୍ ର କୋଇଲା ଜବତ ହୋଇଛି। ହେମଗିରି କନିକା ସ୍ଥିତ ଆରିୟନ କୋଲ୍ ୱାସେରିରେ ରାଜସ୍ବ ଓ ଖଣି ବିଭାଗ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଛି।
#Raid #CoalMines #Sundargarh #Odis