ସୁପର୍‌ଷ୍ଟାର୍‌ ଆମିର୍ ଖାନଙ୍କ ଘରେ ବାଜିଲା ସାହାନାଇ

ବିବାହ ବନ୍ଧନରେ ବାନ୍ଧି ହେଲେ ବଲିଉଡ୍‌ ସୁପର୍‌ଷ୍ଟାର୍‌ ଆମୀର ଖାନ୍‌ଙ୍କ ଝିଅ ଇରା ଖାନ୍‌।

ସୁପର୍‌ଷ୍ଟାର୍‌ ଆମିର୍ ଖାନଙ୍କ ଘରେ ବାଜିଲା ସାହାନାଇ

ବିବାହ ବନ୍ଧନରେ ବାନ୍ଧି ହେଲେ ବଲିଉଡ୍‌ ସୁପର୍‌ଷ୍ଟାର୍‌ ଆମୀର ଖାନ୍‌ଙ୍କ ଝିଅ ଇରା ଖାନ୍‌। ସେ ତାଙ୍କ ଦୀର୍ଘ ଦିନର ପ୍ରେମିକ ନୂପୁର ଶିଖରଙ୍କୁ ବିବାହ କରିଛନ୍ତି।