‘ସୁଭଦ୍ରା’ ପାଇଁ ମୁହାଁମୁହିଁ ହେଲେ ମେୟର-ବିଧାୟକ

ସୁଭଦ୍ରା ଯୋଜନାକୁ କଟାକ୍ଷ କରି ମେୟର ସୁଲୋଚନା ଦାସ କହିଥିଲେ, ୫ ହଜାର ଟଙ୍କାରେ ମହିଳା କିଭଳି ସଶକ୍ତ ହେବେ ? କେତେ ମହିଳା ସଶକ୍ତ ହୋଇଛନ୍ତି ?

‘ସୁଭଦ୍ରା’ ପାଇଁ ମୁହାଁମୁହିଁ ହେଲେ ମେୟର-ବିଧାୟକ
Array