ସୁରଟରେ ଉତ୍କଳ ବ୍ରାହ୍ମଣ ପରିବାର ପକ୍ଷରୁ ପର୍ଶୁରାମ ଜୟନ୍ତୀ
ଭଞ୍ଜନଗର,୧।୫(ବାବୁଲା ପ୍ରଧାନ)-ସୁରଟ ଉତ୍କଳ ବ୍ରାହ୍ମଣ ପରିବାର ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ମଙ୍ଗଳବାର ପର୍ଶୁରାମ ଜୟନ୍ତୀ ପାଳିତ ହୋଇଯାଇଛି। ସଭାପତି ଭାବଗ୍ରାହୀ ପଣ୍ଡାଙ୍କ ତତ୍ତ୍ୱାବଧାନରେ ବିଗତ ତିନି ବର୍ଷ ଧରି ଏହି ଉତ୍ସବ ପାଳିତ ହେଉଛି। ମଙ୍ଗଳବାର ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉଦନା ବିଧାୟକ ମନୁ ଭାଇ ପଟେଲ ଯୋଗ ଦେଇଥିଲେ। ମୁଖ୍ୟବକ୍ତା ଭାବେ ଅଜମେରା ଫେସନ ଡିରେକଟର ଅଜୟ ଭାଇ ଅଜମେରା ଏବଂ ସମ୍ମାନୀତ ଅତିଥି ଭାବେ ସେଲ ପେଟ୍ରୋଲିୟମ ଡିରେକଟର ଧୀରେନ୍ଦ୍ର ମିଶ୍ର, […] The post ସୁରଟରେ ଉତ୍କଳ ବ୍ରାହ୍ମଣ ପରିବାର ପକ୍ଷରୁ ପର୍ଶୁରାମ ଜୟନ୍ତୀ appeared first on Dharitri Odia News.
ଭଞ୍ଜନଗର,୧।୫(ବାବୁଲା ପ୍ରଧାନ)-ସୁରଟ ଉତ୍କଳ ବ୍ରାହ୍ମଣ ପରିବାର ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ମଙ୍ଗଳବାର ପର୍ଶୁରାମ ଜୟନ୍ତୀ ପାଳିତ ହୋଇଯାଇଛି। ସଭାପତି ଭାବଗ୍ରାହୀ ପଣ୍ଡାଙ୍କ ତତ୍ତ୍ୱାବଧାନରେ ବିଗତ ତିନି ବର୍ଷ ଧରି ଏହି ଉତ୍ସବ ପାଳିତ ହେଉଛି। ମଙ୍ଗଳବାର ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉଦନା ବିଧାୟକ ମନୁ ଭାଇ ପଟେଲ ଯୋଗ ଦେଇଥିଲେ। ମୁଖ୍ୟବକ୍ତା ଭାବେ ଅଜମେରା ଫେସନ ଡିରେକଟର ଅଜୟ ଭାଇ ଅଜମେରା ଏବଂ ସମ୍ମାନୀତ ଅତିଥି ଭାବେ ସେଲ ପେଟ୍ରୋଲିୟମ ଡିରେକଟର ଧୀରେନ୍ଦ୍ର ମିଶ୍ର, ଆନ୍ତର୍ଜାତୀୟ ହିନ୍ଦୁ ପରିଷଦ ଅଧକ୍ଷ, ସୁରତ ଯୋଗେନ୍ଦ୍ର ସାହାଣୀ ଯୋଗଦେଇ ପର୍ଶୁରାମ ଜୟନ୍ତୀ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହାପରେ କଳାକାର ଓ ଛୋଟ ପିଲାଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।
The post ସୁରଟରେ ଉତ୍କଳ ବ୍ରାହ୍ମଣ ପରିବାର ପକ୍ଷରୁ ପର୍ଶୁରାମ ଜୟନ୍ତୀ appeared first on Dharitri Odia News.