ସୁରେଶ ପୂଜାରୀଙ୍କୁ ଆସିଲା ଫୋନ କଲ୍, ହେବେ ମନ୍ତ୍ରୀ

ଭୁବନେଶ୍ୱର,୧୨।୬: ମୋହନ ମଝି ଓଡ଼ିଶାର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଆଉ କିଛି ସମୟ ବ୍ୟବଧାନରେ ଶପଥ ଗ୍ରହଣ କରିବାକୁଯାଉଥିଲା ବେଳେ ତାଙ୍କ ମନ୍ତ୍ରୀ ମଣ୍ଡଳରେ ସାମିଲ ହେବାକୁ ଥିବା ନେତା ମାନଙ୍କୁ ଫୋନ କଲ୍ ଆସିବାରେ ଲାଗିଛି। ଏହି କ୍ରମରେ ବ୍ରଜରାଜନଗର ବିଧାୟକ ସୁରେଶ ପୂଜାରୀଙ୍କୁ ମଧ୍ୟ ଡାକରା ଆସିଛି। ଶପଥ ଗ୍ରହଣ ସମାରୋହରେ ସେ ମଧ୍ୟ ଶପଥ ନେବେ। ଦୁଇ ଉପମୁଖ୍ୟମନ୍ତ୍ରୀ କେଭି. ସିଂହଦେଓ ଏବଂ ପ୍ରଭାତୀ ପରିଡ଼ାଙ୍କୁ ମିଶାଇ ମୋହନ ମୋଟ ୧୬ ଜଣଙ୍କୁ […] The post ସୁରେଶ ପୂଜାରୀଙ୍କୁ ଆସିଲା ଫୋନ କଲ୍, ହେବେ ମନ୍ତ୍ରୀ appeared first on Dharitri Odia News.

ସୁରେଶ ପୂଜାରୀଙ୍କୁ ଆସିଲା ଫୋନ କଲ୍, ହେବେ ମନ୍ତ୍ରୀ

ଭୁବନେଶ୍ୱର,୧୨।୬: ମୋହନ ମଝି ଓଡ଼ିଶାର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଆଉ କିଛି ସମୟ ବ୍ୟବଧାନରେ ଶପଥ ଗ୍ରହଣ କରିବାକୁଯାଉଥିଲା ବେଳେ ତାଙ୍କ ମନ୍ତ୍ରୀ ମଣ୍ଡଳରେ ସାମିଲ ହେବାକୁ ଥିବା ନେତା ମାନଙ୍କୁ ଫୋନ କଲ୍ ଆସିବାରେ ଲାଗିଛି। ଏହି କ୍ରମରେ ବ୍ରଜରାଜନଗର ବିଧାୟକ ସୁରେଶ ପୂଜାରୀଙ୍କୁ ମଧ୍ୟ ଡାକରା ଆସିଛି। ଶପଥ ଗ୍ରହଣ ସମାରୋହରେ ସେ ମଧ୍ୟ ଶପଥ ନେବେ।

ଦୁଇ ଉପମୁଖ୍ୟମନ୍ତ୍ରୀ କେଭି. ସିଂହଦେଓ ଏବଂ ପ୍ରଭାତୀ ପରିଡ଼ାଙ୍କୁ ମିଶାଇ ମୋହନ ମୋଟ ୧୬ ଜଣଙ୍କୁ ତାଙ୍କ ମନ୍ତ୍ରୀ ମଣ୍ଡଳରେ ସାମିଲ କରୁଛନ୍ତି। ତେବେ ଯେଉଁମାନେ ଶପଥ ଗ୍ରହଣ କରିବେ ସେମାନଙ୍କ ତାଲିକା ରାଜଭବନ ପକ୍ଷରୁ ମିଳିଛି।

 

The post ସୁରେଶ ପୂଜାରୀଙ୍କୁ ଆସିଲା ଫୋନ କଲ୍, ହେବେ ମନ୍ତ୍ରୀ appeared first on Dharitri Odia News.