ସେଲଫି ହେଲା କାଳ : କୋଏଲ ନଦୀରେ ବୁଡ଼ି ଛାତ୍ର ନିଖୋଜ
ରାଉରକେଲା ୧୮।୫: ସେଲଫି ହେଲା କାଳ । ପୁଣି କୋଏଲ ନଦୀରେ ବୁଡ଼ି ଛାତ୍ର ନିଖୋଜ ହୋଇଛନ୍ତି । ସେଲଫି ନେବା ବେଳେ କୋଏଲ ନଦୀରେ ବୁଡ଼ି ଛାତ୍ର ଜଣଙ୍କ ନିଖୋଜ ହୋଇଛନ୍ତି । ଟିଟିଆଇ ପଢ଼ୁଥିବା ୪ ଜଣ ସାଙ୍ଗଙ୍କ ସହ ଉଠାଉଥିଲେ ସେଲଫି । ଜଣେ ନିଖୋଜ ହୋଇଥିବା ବେଳେ ୩ ଜଣ ଉଦ୍ଧାର ହୋଇଛନ୍ତି । ରାଉରକେଲା ପ୍ରଧାନପାଲ୍ଲୀ କୋଏଲ ଘାଟରେ ଘଟିଛି ଏଭଳି ଅଘଟଣ ।You Can Read:ଘର ଅଗଣାରୁ ଉଦ୍ଧାର ହେଲା ବଡ଼ ପୁଅର ମୃତଦେହ, ହତ୍ୟା ଅଭିଯୋଗରେ ମା’ ଓ ୩ ଭଉଣୀ ଓ ଜଣେ ଭାଇ ଅଟକ
ରାଉରକେଲା ୧୮।୫: ସେଲଫି ହେଲା କାଳ । ପୁଣି କୋଏଲ ନଦୀରେ ବୁଡ଼ି ଛାତ୍ର ନିଖୋଜ ହୋଇଛନ୍ତି । ସେଲଫି ନେବା ବେଳେ କୋଏଲ ନଦୀରେ ବୁଡ଼ି ଛାତ୍ର ଜଣଙ୍କ ନିଖୋଜ ହୋଇଛନ୍ତି । ଟିଟିଆଇ ପଢ଼ୁଥିବା ୪ ଜଣ ସାଙ୍ଗଙ୍କ ସହ ଉଠାଉଥିଲେ ସେଲଫି । ଜଣେ ନିଖୋଜ ହୋଇଥିବା ବେଳେ ୩ ଜଣ ଉଦ୍ଧାର ହୋଇଛନ୍ତି । ରାଉରକେଲା ପ୍ରଧାନପାଲ୍ଲୀ କୋଏଲ ଘାଟରେ ଘଟିଛି ଏଭଳି ଅଘଟଣ ।
You Can Read:
ଘର ଅଗଣାରୁ ଉଦ୍ଧାର ହେଲା ବଡ଼ ପୁଅର ମୃତଦେହ, ହତ୍ୟା ଅଭିଯୋଗରେ ମା’ ଓ ୩ ଭଉଣୀ ଓ ଜଣେ ଭାଇ ଅଟକ