ସୋନପୁରରେ ଯୋଗ ଦିବସ, ସାମିଲ ହେଲେ ଶତାଧିକ ଲୋକେ
ବିନିକା ୨୧।୦୬: ଆଜି ହେଉଛି ଆନ୍ତର୍ଜାତୀୟ ଯୋଗ ଦିବସ l ଗାଁଠୁ ସହର, ପଲ୍ଲୀରୁ ଦିଲ୍ଲୀ ଚାରିଆଡେ ଯୋଗ ଦିବସକୁ ଲୋକେ ପାଳନ କରିଛନ୍ତି l ସୋନପୁର ଜିଲ୍ଲା ବିନିକା ଏନଏସି ପ୍ରଶାସନ ପକ୍ଷରୁ ଇନଡୋର ଷ୍ଟାଡିୟମ୍ ଠାରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି lଏହି ଯୋଗ ଦିବସରେ ଅଞ୍ଚଳର ଶତାଧିକ ପୁରୁଷ, ମହିଳା ଏବଂ ଛାତ୍ରଛାତ୍ରୀ ଉପସ୍ଥିତ ରହି ଯୋଗ କରିଥିଲେ l ଯୋଗ ଗୁରୁ ସୁରେଶ ବେହେରା ଯୋଗ କେତେ ପ୍ରକାର, କିଭଳି ଭାବରେ କେଉଁ ଯୋଗ କିପରି କରାଯିବ,ଯୋଗ ଦ୍ୱାରା କିଭଳି ଆମେ ସୁସ୍ଥ ରଖି ଅନ୍ୟମାନଙ୍କୁ ମଧ୍ୟ ସୁସ୍ଥ ରଖିପାରିବା । ସେନେଇ ଉପଦେଶ ବି ଦେଇଥିଲେ l ଯୋଗ ଗୁରୁ ସୁରେଶ ବେହେରା ଉପସ୍ଥିତରେ ସମସ୍ତଙ୍କୁ ଯୋଗ ଶିଖାଇ ଯାଇଥିଲାl
ବିନିକା ୨୧।୦୬: ଆଜି ହେଉଛି ଆନ୍ତର୍ଜାତୀୟ ଯୋଗ ଦିବସ l ଗାଁଠୁ ସହର, ପଲ୍ଲୀରୁ ଦିଲ୍ଲୀ ଚାରିଆଡେ ଯୋଗ ଦିବସକୁ ଲୋକେ ପାଳନ କରିଛନ୍ତି l ସୋନପୁର ଜିଲ୍ଲା ବିନିକା ଏନଏସି ପ୍ରଶାସନ ପକ୍ଷରୁ ଇନଡୋର ଷ୍ଟାଡିୟମ୍ ଠାରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି l
ଏହି ଯୋଗ ଦିବସରେ ଅଞ୍ଚଳର ଶତାଧିକ ପୁରୁଷ, ମହିଳା ଏବଂ ଛାତ୍ରଛାତ୍ରୀ ଉପସ୍ଥିତ ରହି ଯୋଗ କରିଥିଲେ l ଯୋଗ ଗୁରୁ ସୁରେଶ ବେହେରା ଯୋଗ କେତେ ପ୍ରକାର, କିଭଳି ଭାବରେ କେଉଁ ଯୋଗ କିପରି କରାଯିବ,ଯୋଗ ଦ୍ୱାରା କିଭଳି ଆମେ ସୁସ୍ଥ ରଖି ଅନ୍ୟମାନଙ୍କୁ ମଧ୍ୟ ସୁସ୍ଥ ରଖିପାରିବା । ସେନେଇ ଉପଦେଶ ବି ଦେଇଥିଲେ l ଯୋଗ ଗୁରୁ ସୁରେଶ ବେହେରା ଉପସ୍ଥିତରେ ସମସ୍ତଙ୍କୁ ଯୋଗ ଶିଖାଇ ଯାଇଥିଲାl