ସୋଆ ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀଙ୍କ ହିମାଚଳରେ ତାଲିମ ଗ୍ରହଣ
ଭୁବନେଶ୍ୱର: ରକ୍ କ୍ଲାଇମ୍ବିଂ ଓ ପ୍ରତିକୂଳ ପରିସ୍ଥିତିରେ କିପରି ନିଜକୁ ରକ୍ଷା କରିବାକୁ ହୁଏ ସେନେଇ ତାଲିମ ନେଇଛନ୍ତି ସୋଆ ଡିମ୍ଡ ବିଶ୍ୱବିଦ୍ୟାଳୟର ୨ ଜଣ ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀ ଓ ଜଣେ ଏନ୍ଏସ୍ଏସ୍ ପ୍ରୋଗ୍ରାମ୍ ଅଫିସର। ନିକଟରେ ହିମାଚଳ ପ୍ରଦେଶରେ ଆୟୋଜିତ ଏକ ୧୦ ଦିନିଆ ଟ୍ରେନିଂ କ୍ୟାମ୍ପରେ ଟ୍ରେନିଂ ନେଇଛନ୍ତି ସ୍ବେଚ୍ଛାସେବୀ ଏହ ଏନଏସଏସ ପ୍ରୋଗ୍ରାମମ ଅଫିସର। ନଭେମ୍ବର ୧୫ରୁ ୨୪ ପର୍ଯ୍ୟନ୍ତ ମାନାଲି ସ୍ଥିତ ଅଟଳ ବିହାରୀ ବାଜପେୟୀ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମାଉଂଟେନିୟରିଂ ଆଣ୍ଡ ଆଲାଏଡ ସ୍ପୋର୍ଟ୍ସ ଓ ସୋଲାଙ୍ଗ ଭ୍ୟାଲି ସ୍ଥିତ ସ୍କିଇଙ୍ଗ ସେଂଟର ଠାରେ ଏହି ତାଲିମ୍ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀମାନେ ହେଲେ କୁମାରୀ ଅଭିପ୍ସା ମହାପାତ୍ର ଓ ଶ୍ରୀ ସଂଚିତ ପ୍ରଧାନ । ଏମାନେ ସୋଆ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡି ରିସର୍ଚ୍ଚ (ଆଇଟିଇଆର)ର ତୃତୀୟ ବର୍ଷ ବି.ଟେକ୍ ଛାତ୍ରୀ ଓ ଛାତ୍ର । ଏହାଛଡ଼ା ଏନ୍ଏସ୍ଏସ୍ ପ୍ରୋଗ୍ରାମ ଅଫିସର ଡକ୍ଟର ମୌ ରାୟ ମଧ୍ୟ ଏହି ଶିବିରରେ ସାମିଲ ହୋଇଥିଲେ ।
ଭୁବନେଶ୍ୱର: ରକ୍ କ୍ଲାଇମ୍ବିଂ ଓ ପ୍ରତିକୂଳ ପରିସ୍ଥିତିରେ କିପରି ନିଜକୁ ରକ୍ଷା କରିବାକୁ ହୁଏ ସେନେଇ ତାଲିମ ନେଇଛନ୍ତି ସୋଆ ଡିମ୍ଡ ବିଶ୍ୱବିଦ୍ୟାଳୟର ୨ ଜଣ ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀ ଓ ଜଣେ ଏନ୍ଏସ୍ଏସ୍ ପ୍ରୋଗ୍ରାମ୍ ଅଫିସର। ନିକଟରେ ହିମାଚଳ ପ୍ରଦେଶରେ ଆୟୋଜିତ ଏକ ୧୦ ଦିନିଆ ଟ୍ରେନିଂ କ୍ୟାମ୍ପରେ ଟ୍ରେନିଂ ନେଇଛନ୍ତି ସ୍ବେଚ୍ଛାସେବୀ ଏହ ଏନଏସଏସ ପ୍ରୋଗ୍ରାମମ ଅଫିସର।
ନଭେମ୍ବର ୧୫ରୁ ୨୪ ପର୍ଯ୍ୟନ୍ତ ମାନାଲି ସ୍ଥିତ ଅଟଳ ବିହାରୀ ବାଜପେୟୀ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମାଉଂଟେନିୟରିଂ ଆଣ୍ଡ ଆଲାଏଡ ସ୍ପୋର୍ଟ୍ସ ଓ ସୋଲାଙ୍ଗ ଭ୍ୟାଲି ସ୍ଥିତ ସ୍କିଇଙ୍ଗ ସେଂଟର ଠାରେ ଏହି ତାଲିମ୍ ଶିବିର ଅନୁଷ୍ଠିତ ହୋଇଥିଲା ।
ଏହି ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀମାନେ ହେଲେ କୁମାରୀ ଅଭିପ୍ସା ମହାପାତ୍ର ଓ ଶ୍ରୀ ସଂଚିତ ପ୍ରଧାନ । ଏମାନେ ସୋଆ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡି ରିସର୍ଚ୍ଚ (ଆଇଟିଇଆର)ର ତୃତୀୟ ବର୍ଷ ବି.ଟେକ୍ ଛାତ୍ରୀ ଓ ଛାତ୍ର । ଏହାଛଡ଼ା ଏନ୍ଏସ୍ଏସ୍ ପ୍ରୋଗ୍ରାମ ଅଫିସର ଡକ୍ଟର ମୌ ରାୟ ମଧ୍ୟ ଏହି ଶିବିରରେ ସାମିଲ ହୋଇଥିଲେ ।