ସୋମବାର ହେବନି ମଙ୍ଗଳବାର ଜିଲାପାଳଙ୍କ ଅଭିଯୋଗ ଶୁଣାଣି

ଛତ୍ରପୁର,୨୨ା୬ (ସନ୍ତୋଷ ପାଢ଼ୀ): ଆସନ୍ତା କାଲି ତା ୨୩.୦୬.୨୦୨୫ ରିଖ ସୋମବାର ଦିନ ବ୍ରହ୍ମପୁର ଉପ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହେବାକୁ ଥିବା ଗଞ୍ଜାମ ଜିଲାପାଳ ଓ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଅଭିଯୋଗ ଶୁଣାଣି ଉକ୍ତ ସୋମବାର ବଦଳରେ ମଙ୍ଗଳବାର ତା ୨୪.୬.୨୦୨୫ ରିଖ ସକାଳ ୧୦ ଘଟିକା ସମୟରେ ଅନୁଷ୍ଠିତ ହେବ। ଏଣୁ ଅଭିଯୋଗ ଶୁଣାଣି ପ୍ରକୋଷ୍ଠକୁ ମଙ୍ଗଳବାର ଆସିବା ନିମନ୍ତେ ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି। The post ସୋମବାର ହେବନି ମଙ୍ଗଳବାର ଜିଲାପାଳଙ୍କ ଅଭିଯୋଗ ଶୁଣାଣି appeared first on Dharitri Odia News.

ସୋମବାର ହେବନି ମଙ୍ଗଳବାର ଜିଲାପାଳଙ୍କ ଅଭିଯୋଗ ଶୁଣାଣି

ଛତ୍ରପୁର,୨୨ା୬ (ସନ୍ତୋଷ ପାଢ଼ୀ): ଆସନ୍ତା କାଲି ତା ୨୩.୦୬.୨୦୨୫ ରିଖ ସୋମବାର ଦିନ ବ୍ରହ୍ମପୁର ଉପ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହେବାକୁ ଥିବା ଗଞ୍ଜାମ ଜିଲାପାଳ ଓ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଅଭିଯୋଗ ଶୁଣାଣି ଉକ୍ତ ସୋମବାର ବଦଳରେ ମଙ୍ଗଳବାର ତା ୨୪.୬.୨୦୨୫ ରିଖ ସକାଳ ୧୦ ଘଟିକା ସମୟରେ ଅନୁଷ୍ଠିତ ହେବ। ଏଣୁ ଅଭିଯୋଗ ଶୁଣାଣି ପ୍ରକୋଷ୍ଠକୁ ମଙ୍ଗଳବାର ଆସିବା ନିମନ୍ତେ ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି।

The post ସୋମବାର ହେବନି ମଙ୍ଗଳବାର ଜିଲାପାଳଙ୍କ ଅଭିଯୋଗ ଶୁଣାଣି appeared first on Dharitri Odia News.