ସୋରଡା ଜଗନ୍ନାଥ ମନ୍ଦିରରେ ପାଞ୍ଜି ପଠନ

ଗଞ୍ଜାମ(କେନ୍ୟୁଜ୍‌): ସୋରଡା ଜଗନ୍ନାଥ ମନ୍ଦିରରେ ପାଞ୍ଜି ପଠନ ହୋଇଯାଇଛି। ସେହିପରି ଖୁଣ୍ଟେଶ୍ଵରୀ ପାହାଡ ଉପରେ ହେଉଥିବା ଯାତ୍ରାରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛି। ବିମାନରେ ୫ଦିନ ଧରି ରାଧାକୃଷ୍ଣ ସହର ବୁଲିଥାନ୍ତି । ଶେଷ ଦିନରେ ଆଡପ ଘରେ ଠାକୁର ପହଞ୍ଚି ଥାନ୍ତି । ପରେ ଆରମ୍ଭ ହୋଇଥାଏ ହୋଲି ଖେଳ। ପଣ୍ଡିତ କାଳୀଚରଣ ତ୍ରିପାଠୀ ପାଞ୍ଜି ପାଠ କରିଥାନ୍ତି। ମା’ ଖୁଣ୍ଟେଶ୍ଵରୀଙ୍କ ପୀଠରେ ହଜାର ହଜାର ଭକ୍ତ ପ୍ରସାଦ ସେବନ କରିଥାନ୍ତି । The post ସୋରଡା ଜଗନ୍ନାଥ ମନ୍ଦିରରେ ପାଞ୍ଜି ପଠନ appeared first on KNews Odisha.

ସୋରଡା ଜଗନ୍ନାଥ ମନ୍ଦିରରେ ପାଞ୍ଜି ପଠନ

ଗଞ୍ଜାମ(କେନ୍ୟୁଜ୍‌): ସୋରଡା ଜଗନ୍ନାଥ ମନ୍ଦିରରେ ପାଞ୍ଜି ପଠନ ହୋଇଯାଇଛି। ସେହିପରି ଖୁଣ୍ଟେଶ୍ଵରୀ ପାହାଡ ଉପରେ ହେଉଥିବା ଯାତ୍ରାରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛି। ବିମାନରେ ୫ଦିନ ଧରି ରାଧାକୃଷ୍ଣ ସହର ବୁଲିଥାନ୍ତି । ଶେଷ ଦିନରେ ଆଡପ ଘରେ ଠାକୁର ପହଞ୍ଚି ଥାନ୍ତି । ପରେ ଆରମ୍ଭ ହୋଇଥାଏ ହୋଲି ଖେଳ। ପଣ୍ଡିତ କାଳୀଚରଣ ତ୍ରିପାଠୀ ପାଞ୍ଜି ପାଠ କରିଥାନ୍ତି। ମା’ ଖୁଣ୍ଟେଶ୍ଵରୀଙ୍କ ପୀଠରେ ହଜାର ହଜାର ଭକ୍ତ ପ୍ରସାଦ ସେବନ କରିଥାନ୍ତି ।

The post ସୋରଡା ଜଗନ୍ନାଥ ମନ୍ଦିରରେ ପାଞ୍ଜି ପଠନ appeared first on KNews Odisha.