ସୋସିଆଲ୍ ମିଡିଆରେ କରୀନା ଝଡ; ଦିବାନା ହେଲେ ପ୍ରଶଂସକ

ବଲିଉଡ ଅଭିନେତ୍ରୀ କରୀନା କପୁର ଯେଉଁଆଡେ ଯାଆନ୍ତି, ପାପାରାଜିଙ୍କ ଆଖି ତାଙ୍କ ଉପରେ ଥାଏ। ତାଙ୍କର ଲାଟେଷ୍ଟ୍ ଲୁକ୍ ପ୍ରାୟତଃ ଇଣ୍ଟରନେଟ୍‌କୁ ଆସିବା ମାତ୍ରେ ହଙ୍ଗାମା ସୃଷ୍ଟି କରେ। ବର୍ତ୍ତମାନ, ଅଭିନେତ୍ରୀଙ୍କୁ ପୁଣି ଥରେ ପାପାରାଜି ଫଲୋ କରିଛନ୍ତି ଆଉ ତାଙ୍କୁ ନିଜ କ୍ୟାମେରାରେ କଏଦ କରିଛନ୍ତି।