ସୌମ୍ୟଙ୍କ ମୁହଁରେ ହାତର ଭାଷା !
ସୌମ୍ୟ ଆହୁରି କହିଲେ, ଆଗରୁ ବିଜେପି-ବିଜେଡି ଲିଭ୍ ଇନରେ ଥିଲେ ଏବେ ମ୍ୟାରେଜ ହେଉଛି।
ବହୁଦିନ ପରେ ପୁଣିଥରେ ମୁହଁ ଖୋଲିଲେ ବରିଷ୍ଠ ରାଜନେତା ସୌମ୍ୟରଞ୍ଜନ ପଟ୍ଟନାୟକ। ସୌମ୍ୟ କହିଲେ, ମେଣ୍ଟ ହେଲେ ଅସଲ ବିରୋଧୀ ଦଳର ଆବିର୍ଭାବ ହେବ। ଗଣତନ୍ତ୍ରରେ ଶକ୍ତିଶାଳୀ ବିରୋଧୀ ଦଳର ଆବଶ୍ୟକତା ରହିଛି । ବିଜେପି ବିରୋଧୀ ଦଳ ହୋଇ କେତେ ବିରୋଧ କରୁଥିଲା ତାହା ସମସ୍ତଙ୍କୁ ଜଣା। ସରକାରୀ ଦଳ ପରଦା ପଛରେ ଏକ ପରଦା ଆଗରେ ସଲାକୁସ୍ତି ଏଥିରୁ ମୁକ୍ତି ମିଳିବ। ସୌମ୍ୟ ଆହୁରି କହିଲେ, ଆଗରୁ ବିଜେପି-ବିଜେଡି ଲିଭ୍ ଇନରେ ଥିଲେ ଏବେ ମ୍ୟାରେଜ ହେଉଛି।