ସ୍କର୍ପିଓ ଗାଡିରେ ଗୋରୁ ଚୋରି, CCTVରେ କଏଦ ହେଲା ଚୋରିର ଦୃଶ୍ୟ

ବାଲିପାଟଣା ୩।୮: ଆଜିକାଲି ଚୋରି, ରାହାଜାନୀ ଘଟଣା ବହୁଳ ଭାବେ ଦେଖିବାକୁ ମିଳୁଛି । ଦୋକାନ, ଘରେ କଳାକନା ବୁଲାଉଥିବା ବେଳେ ଝାମ୍ପି ନେଇଯାଉଛନ୍ତି ଟଙ୍କା ପଇସା ସୁନାଗହଣା । ଏମିତିକି ଗାଈ ଗୋରୁଙ୍କୁ ବି ଛାଡୁନାହାନ୍ତି ଚୋର । CCTV ରେ କଏଦ ହୋଇଛି ଗୋରୁ ଚୋରିର ଦୃଶ୍ୟ । ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ପୁରୁଣା ଜଗନ୍ନାଥ ସଡକ ରଥିଜେମା ଗ୍ରାମ ନିକଟରେ ୨ ଜଣ ଦୁର୍ବୃତ୍ତ ଏକ ଗାଈକୁ ସ୍କର୍ପିଓ ଗାଡିରେ ଚୋରି କରି ନେଉଛନ୍ତି । ଗୁରୁବାର ବିଳମ୍ବିତ ରାତ୍ରିରେ ଏହି ଘଟଣା ଘଟିଛି । ଦୁର୍ବୃତ୍ତ ଜଣକ ଏକ ଗାମୁଛା ଧରି ଗାଈ ନିକଟକୁ ଆସୁଛି । ଗାଈର ବେକରେ ଗାମୁଛା ପକାଇ ୨ ଜଣ ଦୁର୍ବୃତ୍ତ ସ୍କର୍ପିଓ ଗାଡ଼ି ନିକଟକୁ ନେବା ସହ ଗାଡିରେ ଗାଈକୁ ଭର୍ତ୍ତି କରି ଫେରାର ହୋଇ ଯାଉଛନ୍ତି । ଚୋରି ବେଳର ସମସ୍ତ ଦୃଶ୍ୟ CCTVରେ କଏଦ ହୋଇଛି ।You Can Read:କାଠଯୋଡ଼ି ନଦୀରେ କୁମ୍ଭୀର ଆତଙ୍କ, ଦେଖିବାକୁ ଲାଗିଛି ଲୋକଙ୍କ ଭିଡ଼ 

ସ୍କର୍ପିଓ ଗାଡିରେ ଗୋରୁ ଚୋରି, CCTVରେ କଏଦ ହେଲା ଚୋରିର ଦୃଶ୍ୟ

ବାଲିପାଟଣା ୩।୮: ଆଜିକାଲି ଚୋରି, ରାହାଜାନୀ ଘଟଣା ବହୁଳ ଭାବେ ଦେଖିବାକୁ ମିଳୁଛି । ଦୋକାନ, ଘରେ କଳାକନା ବୁଲାଉଥିବା ବେଳେ ଝାମ୍ପି ନେଇଯାଉଛନ୍ତି ଟଙ୍କା ପଇସା ସୁନାଗହଣା । ଏମିତିକି ଗାଈ ଗୋରୁଙ୍କୁ ବି ଛାଡୁନାହାନ୍ତି ଚୋର । CCTV ରେ କଏଦ ହୋଇଛି ଗୋରୁ ଚୋରିର ଦୃଶ୍ୟ । 

ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ପୁରୁଣା ଜଗନ୍ନାଥ ସଡକ ରଥିଜେମା ଗ୍ରାମ ନିକଟରେ ୨ ଜଣ ଦୁର୍ବୃତ୍ତ ଏକ ଗାଈକୁ ସ୍କର୍ପିଓ ଗାଡିରେ ଚୋରି କରି ନେଉଛନ୍ତି । ଗୁରୁବାର ବିଳମ୍ବିତ ରାତ୍ରିରେ ଏହି ଘଟଣା ଘଟିଛି । ଦୁର୍ବୃତ୍ତ ଜଣକ ଏକ ଗାମୁଛା ଧରି ଗାଈ ନିକଟକୁ ଆସୁଛି । ଗାଈର ବେକରେ ଗାମୁଛା ପକାଇ ୨ ଜଣ ଦୁର୍ବୃତ୍ତ ସ୍କର୍ପିଓ ଗାଡ଼ି ନିକଟକୁ ନେବା ସହ ଗାଡିରେ ଗାଈକୁ ଭର୍ତ୍ତି କରି ଫେରାର ହୋଇ ଯାଉଛନ୍ତି । ଚୋରି ବେଳର ସମସ୍ତ ଦୃଶ୍ୟ CCTVରେ କଏଦ ହୋଇଛି ।

You Can Read:

କାଠଯୋଡ଼ି ନଦୀରେ କୁମ୍ଭୀର ଆତଙ୍କ, ଦେଖିବାକୁ ଲାଗିଛି ଲୋକଙ୍କ ଭିଡ଼