ସ୍କୁଲ କ୍ରୀଡ଼ା ବେଳେ ଆକ୍ରମଣ କଲା ମହୁମାଛି, ୧୨ ଛାତ୍ରଛାତ୍ରୀ ଆହତ

କେନ୍ଦ୍ରାପଡ଼ା ୧୯।୧୨: ସ୍କୁଲରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଚାଲିଥିବା ବେଳେ ମହୁମାଛି ଆକ୍ରମଣ । କେନ୍ଦ୍ରାପଡ଼ା ଡେରାବିଶ ବ୍ଲକ୍ ଅନ୍ତର୍ଗତ ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ୧୨ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ଆହତ ମାନେ ଛତା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି ।You Can Read:ନିର୍ବାଚନୀ କାର୍ଯ୍ୟରେ ଅବହେଳା ନେଇ ରେଭେନ୍ସା ପ୍ରଫେସରଙ୍କ ନାଁରେ ଏତଲା, ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଦାବି କଲା ଛାତ୍ର କଂଗ୍ରସ

ସ୍କୁଲ କ୍ରୀଡ଼ା ବେଳେ ଆକ୍ରମଣ କଲା ମହୁମାଛି, ୧୨ ଛାତ୍ରଛାତ୍ରୀ ଆହତ

କେନ୍ଦ୍ରାପଡ଼ା ୧୯।୧୨: ସ୍କୁଲରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଚାଲିଥିବା ବେଳେ ମହୁମାଛି ଆକ୍ରମଣ । କେନ୍ଦ୍ରାପଡ଼ା ଡେରାବିଶ ବ୍ଲକ୍ ଅନ୍ତର୍ଗତ ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ୧୨ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ଆହତ ମାନେ ଛତା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି ।

You Can Read:

ନିର୍ବାଚନୀ କାର୍ଯ୍ୟରେ ଅବହେଳା ନେଇ ରେଭେନ୍ସା ପ୍ରଫେସରଙ୍କ ନାଁରେ ଏତଲା, ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଦାବି କଲା ଛାତ୍ର କଂଗ୍ରସ