ସ୍କୁଲ ବସ୍କୁ ଧକ୍କା ଦେଲା ବସ୍: ୧୦ ଆହତ
କଟକ,୨୯।୧୦: ଖାନନଗର ଟ୍ରାଫିକ ଛକରେ ଘରୋଇ ସ୍କୁଲ ବସ୍କୁ ଧକ୍କା ଦେଲା ବସ୍। ଏଥିରେ ୧୦ ଛାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ଘରୋଇ ଶିକ୍ଷାନୁଷ୍ଠାନର କିଛି ଛାତ୍ରୀଙ୍କୁ ନେଇ ଯାଉଥିଲା ବସ୍। ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଛି ଯାତ୍ରୀବାହୀ ବସ୍। The post ସ୍କୁଲ ବସ୍କୁ ଧକ୍କା ଦେଲା ବସ୍: ୧୦ ଆହତ appeared first on Dharitri Odia News.
କଟକ,୨୯।୧୦: ଖାନନଗର ଟ୍ରାଫିକ ଛକରେ ଘରୋଇ ସ୍କୁଲ ବସ୍କୁ ଧକ୍କା ଦେଲା ବସ୍। ଏଥିରେ ୧୦ ଛାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ଘରୋଇ ଶିକ୍ଷାନୁଷ୍ଠାନର କିଛି ଛାତ୍ରୀଙ୍କୁ ନେଇ ଯାଉଥିଲା ବସ୍। ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଛି ଯାତ୍ରୀବାହୀ ବସ୍।
The post ସ୍କୁଲ ବସ୍କୁ ଧକ୍କା ଦେଲା ବସ୍: ୧୦ ଆହତ appeared first on Dharitri Odia News.