ସ୍କୁଲକୁ ଅଚାନକ ପରିଦର୍ଶନ କଲେ ବ୍ଲକ ଶିକ୍ଷାଧିକାରୀ, ଦୁଇ ବିଦ୍ୟାଳୟର ଶିକ୍ଷକଙ୍କ ଦରମା ବନ୍ଦ
ଚଣ୍ଡିଖୋଲ: ବିଦ୍ୟାଳୟ ରେ ଅଚାନକ ପହଞ୍ଚିଲେ ବ୍ଲକ ଶିକ୍ଷାଧିକାରୀ ଶିକ୍ଷକଙ୍କ ଦରମା ବନ୍ଦ କଲେ ବ୍ଲକ ଶିକ୍ଷାଧିକାରୀ। ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକରେ ଥିବା କେଶର ପଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟ ଓ ଖଟୁଆପଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟରେ ବଡ଼ଚଣା ବ୍ଲକ ଶିକ୍ଷାଧିକାରୀ ଅଚାନକ ପରିଦର୍ଶନ କରିଥିଲେ। ସ୍କୁଲରେ ବ୍ୟାପକ ଅବ୍ୟବସ୍ଥା ଦେଖିବାକୁ ପାଇଥିଲେ, ବିଦ୍ୟାଳୟରେ ଶିକ୍ଷକ ନଥିବା ବେଳେ ଛାତ୍ର ଛାତ୍ରୀ ମାନେ ଅନୁପସ୍ଥିତ ରହିଥିଲେ। ମଧ୍ୟାହ୍ନ ଭୋଜନ ହେଉ ନଥିବା ବେଳେ ଶିକ୍ଷାର ମାନ ହ୍ରାସ ପାଇଛି। ଯେଉଥିପାଇଁ ବ୍ଲକ ଶିକ୍ଷାଧିକାରୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ବ୍ଲକ ଶିକ୍ଷାଧିକାରୀ। ଦୁଇ ବିଦ୍ୟାଳୟର ଶିକ୍ଷକଙ୍କ ଦରମା ବନ୍ଦ କରାଯାଇଥିବା ବ୍ଲକ ଶିକ୍ଷାଧିକାରୀ କହିଛନ୍ତି। ଅନ୍ୟ ଏକ ବିଦ୍ୟାଳୟକୁ ପରିଦର୍ଶନ କରି ମଧ୍ୟ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ବ୍ଲକ ଶିକ୍ଷାଧିକାରୀ।
ଚଣ୍ଡିଖୋଲ: ବିଦ୍ୟାଳୟ ରେ ଅଚାନକ ପହଞ୍ଚିଲେ ବ୍ଲକ ଶିକ୍ଷାଧିକାରୀ ଶିକ୍ଷକଙ୍କ ଦରମା ବନ୍ଦ କଲେ ବ୍ଲକ ଶିକ୍ଷାଧିକାରୀ। ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକରେ ଥିବା କେଶର ପଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟ ଓ ଖଟୁଆପଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟରେ ବଡ଼ଚଣା ବ୍ଲକ ଶିକ୍ଷାଧିକାରୀ ଅଚାନକ ପରିଦର୍ଶନ କରିଥିଲେ। ସ୍କୁଲରେ ବ୍ୟାପକ ଅବ୍ୟବସ୍ଥା ଦେଖିବାକୁ ପାଇଥିଲେ, ବିଦ୍ୟାଳୟରେ ଶିକ୍ଷକ ନଥିବା ବେଳେ ଛାତ୍ର ଛାତ୍ରୀ ମାନେ ଅନୁପସ୍ଥିତ ରହିଥିଲେ।
ମଧ୍ୟାହ୍ନ ଭୋଜନ ହେଉ ନଥିବା ବେଳେ ଶିକ୍ଷାର ମାନ ହ୍ରାସ ପାଇଛି। ଯେଉଥିପାଇଁ ବ୍ଲକ ଶିକ୍ଷାଧିକାରୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ବ୍ଲକ ଶିକ୍ଷାଧିକାରୀ। ଦୁଇ ବିଦ୍ୟାଳୟର ଶିକ୍ଷକଙ୍କ ଦରମା ବନ୍ଦ କରାଯାଇଥିବା ବ୍ଲକ ଶିକ୍ଷାଧିକାରୀ କହିଛନ୍ତି। ଅନ୍ୟ ଏକ ବିଦ୍ୟାଳୟକୁ ପରିଦର୍ଶନ କରି ମଧ୍ୟ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ବ୍ଲକ ଶିକ୍ଷାଧିକାରୀ।