ସ୍ନାନବେଦିରେ ଅପୂର୍ବ ଦୃଶ୍ୟ... ସୁବାସିତ ଜଳରେ ଘଷିମାଜି ହୋଇ ଗାଧୋଇଲେ ମହାପ୍ରଭୁ
୧୦୮ ଗରା ଜଳରେ ସ୍ନାନ କଲେ ଶ୍ରୀଜିଉ। ଜଗନ୍ନାଥ ସ୍ୱାମୀଙ୍କ ଅପୂର୍ବ ସ୍ନାନୋତ୍ସବର ଲୀଳାକୁ ଦର୍ଶନ କରିବା ପାଇଁ ସବୁରି ମନରେ ଉତ୍କଣ୍ଠା। ଅସରାଏ ବର୍ଷାରେ ପ୍ରଭୁଙ୍କୁ ଅଭିଷେକ କଲେ ଇନ୍ଦ୍ରଦେବ ।