ସ୍ଵାମୀଜୀଙ୍କ ସ୍ମୃତିରେ ପ୍ରତିମୂର୍ତ୍ତି ସ୍ଥାପନ
ଫୁଲବାଣୀ: ବ୍ରହ୍ମଲୀନ ପୂଜ୍ୟ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ପ୍ରାୟ ୫୦ ବର୍ଷ ତଳେ ଚକାପାଦ ଓ ଜଲେଶପଟ୍ଟା ଠାରେ ଦୁଇଟି ଆଶ୍ରମ ପ୍ରତିଷ୍ଠା କରି କନ୍ଧମାଳରେ ସଂସ୍କୃତ ଶିକ୍ଷାର ମୁଳଦୁଆ ପକାଇଥିଲେ। ଆଜି ଟିକାବାଲି ବ୍ଲକ ପାବୁରିଆ ଠାରେ ପୂଜ୍ୟ ସ୍ଵାମୀଜୀଙ୍କ ସ୍ମୃତିରେ ତାଙ୍କର ପ୍ରତିମୂର୍ତ୍ତି ସ୍ଥାପନ ହୋଇଛି। ଅନୁଷ୍ଠିତ କାର୍ଯ୍ୟକ୍ରମରେ ଧର୍ମ ଜାଗରଣ ସମନ୍ବୟ ବିଭାଗର ପୂର୍ବ ପ୍ରାନ୍ତ ସଂଯୋଜକ ମଙ୍ଗୁଳୁ ଚରଣ ପାତ୍ର (ମୁଖ୍ୟ ଅତିଥି), ବିଶ୍ବ ହିନ୍ଦୁ ପରିଷଦ ଅକ୍ଷୟ ବଳ (ମୁଖ୍ୟ […]

ଫୁଲବାଣୀ: ବ୍ରହ୍ମଲୀନ ପୂଜ୍ୟ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ପ୍ରାୟ ୫୦ ବର୍ଷ ତଳେ ଚକାପାଦ ଓ ଜଲେଶପଟ୍ଟା ଠାରେ ଦୁଇଟି ଆଶ୍ରମ ପ୍ରତିଷ୍ଠା କରି କନ୍ଧମାଳରେ ସଂସ୍କୃତ ଶିକ୍ଷାର ମୁଳଦୁଆ ପକାଇଥିଲେ। ଆଜି ଟିକାବାଲି ବ୍ଲକ ପାବୁରିଆ ଠାରେ ପୂଜ୍ୟ ସ୍ଵାମୀଜୀଙ୍କ ସ୍ମୃତିରେ ତାଙ୍କର ପ୍ରତିମୂର୍ତ୍ତି ସ୍ଥାପନ ହୋଇଛି। ଅନୁଷ୍ଠିତ କାର୍ଯ୍ୟକ୍ରମରେ ଧର୍ମ ଜାଗରଣ ସମନ୍ବୟ ବିଭାଗର ପୂର୍ବ ପ୍ରାନ୍ତ ସଂଯୋଜକ ମଙ୍ଗୁଳୁ ଚରଣ ପାତ୍ର (ମୁଖ୍ୟ ଅତିଥି), ବିଶ୍ବ ହିନ୍ଦୁ ପରିଷଦ ଅକ୍ଷୟ ବଳ (ମୁଖ୍ୟ ବକ୍ତା), ପାବୁରିଆ ଗ୍ରାମ ପଞ୍ଚାୟତ ସରପଞ୍ଚ ସଞୟ କୁମାର ନାୟକ ଭାରତୀୟ ଜନତାପାଟି କନ୍ଧମାଳ ଜିଲ୍ଲାର ସାଧାରଣ ସମ୍ପାଦକ ଲିଙ୍ଗରାଜ ଦଳବେହେରା ଉପସ୍ଥିତ ଥିଲେ।