ସ୍ୱତନ୍ତ୍ର ସାକ୍ଷାତକାର ଅବସରରେ ପାଟ୍ଟଶାଣୀଙ୍କ ବଡ଼ ଖୁଲାସା
ପାଣ୍ଡିଆନଙ୍କୁ ନେଇ ଅନେକ ବିସ୍ଫୋରକ ବୟାନ ଦେଇଛନ୍ତି ପୂର୍ବତନ ବିଜେଡି ସାଂସଦ ପ୍ରସନ୍ନ ପାଟ୍ଟଶାଣୀ।
ପାଣ୍ଡିଆନଙ୍କୁ ନେଇ ଅନେକ ବିସ୍ଫୋରକ ବୟାନ ଦେଇଛନ୍ତି ପୂର୍ବତନ ବିଜେଡି ସାଂସଦ ପ୍ରସନ୍ନ ପାଟ୍ଟଶାଣୀ। ସେ କହିଛନ୍ତି, ନବୀନଙ୍କ ପଲିଟିକାଲ ଡେଥ୍ କରାଇଛନ୍ତି ପାଣ୍ଡିଆନ । ଲୋକେ ପାଣ୍ଡିଆନଙ୍କୁ ଘୃଣା କରୁଛନ୍ତି, ତାଙ୍କ ଯୋଗୁ ବିଜେଡି ପରାଜିତ ହେଲା। ସେ ଜଣେ କ୍ଷମତା ଲୋଭି, ନିଜେ ମୁଖ୍ୟମନ୍ତ୍ରୀ ହେବା ପାଇଁ ଷଡ଼ଯନ୍ତ୍ର କରୁଥିଲେ, କିନ୍ତୁ ତାହା ହୋଇପାରିଲା ନାହିଁ। ଦେଖନ୍ତୁ ପୂରା ରିପୋର୍ଟ ।