ସଡ଼କ ଦୁର୍ଘଟଣାରେ ୨ ମୃତ, ୭ ଗୁରୁତର, ଘଟଣାସ୍ଥଳରେ ଉତ୍ତେଜନା

ରାୟଗଡା : ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ମୃତ, ୭ ଗୁରୁତର । ରାୟଗଡା ସହରର ମଝିଘରିଆଣୀ ମନ୍ଦିର ନିକଟରେ  ଘଟିଯାଇଛି  ମର୍ମନ୍ତୁଦ ସଡ଼କ ଦୁର୍ଘଟଣା  ।  ସଡ଼କ ଦୁର୍ଘଟଣାରେ ୨ଜଣ ମୃତ୍ୟୁବରଣ କରିଛନ୍ତି  ।  ଅଟୋ ରିକ୍ସା ସହିତ ବାଇକ୍ ଧକ୍କାରେ ଅଟୋ ଚାଳକ ସତ୍ୟମ୍ ମାଣ୍ଡାଙ୍ଗି ସହିତ ଗଣେଶ ମାଣ୍ଡଙ୍ଗି ଓ ଦେବରାଜ ମାଣ୍ଡାଙ୍ଗୀ ଘଟଣାସ୍ଥଳରେ ମୃତ୍ୟୁବରଣ କରିଛନ୍ତି  । ଏହାକୁ ନେଇ ଉତ୍ତେଜନା ଲାଗି ରହିଛି । ସ୍ଥାନୀୟ ଲୋକେ ମୃତକଙ୍କ କ୍ଷତିପୁରଣ […] The post ସଡ଼କ ଦୁର୍ଘଟଣାରେ ୨ ମୃତ, ୭ ଗୁରୁତର, ଘଟଣାସ୍ଥଳରେ ଉତ୍ତେଜନା appeared first on KNews Odisha.

ସଡ଼କ ଦୁର୍ଘଟଣାରେ ୨ ମୃତ, ୭ ଗୁରୁତର, ଘଟଣାସ୍ଥଳରେ ଉତ୍ତେଜନା
accident-

ରାୟଗଡା : ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ମୃତ, ୭ ଗୁରୁତର । ରାୟଗଡା ସହରର ମଝିଘରିଆଣୀ ମନ୍ଦିର ନିକଟରେ  ଘଟିଯାଇଛି  ମର୍ମନ୍ତୁଦ ସଡ଼କ ଦୁର୍ଘଟଣା  ।  ସଡ଼କ ଦୁର୍ଘଟଣାରେ ୨ଜଣ ମୃତ୍ୟୁବରଣ କରିଛନ୍ତି  ।  ଅଟୋ ରିକ୍ସା ସହିତ ବାଇକ୍ ଧକ୍କାରେ ଅଟୋ ଚାଳକ ସତ୍ୟମ୍ ମାଣ୍ଡାଙ୍ଗି ସହିତ ଗଣେଶ ମାଣ୍ଡଙ୍ଗି ଓ ଦେବରାଜ ମାଣ୍ଡାଙ୍ଗୀ ଘଟଣାସ୍ଥଳରେ ମୃତ୍ୟୁବରଣ କରିଛନ୍ତି  । ଏହାକୁ ନେଇ ଉତ୍ତେଜନା ଲାଗି ରହିଛି । ସ୍ଥାନୀୟ ଲୋକେ ମୃତକଙ୍କ କ୍ଷତିପୁରଣ ଦାବିରେ ରାସ୍ତାରୋକ କରିଛନ୍ତି । ରାସ୍ତା ରୋକ ଯୋଗୁ ଯାନବାହାନ ଚଳାଚଳ ବନ୍ଦ ରହିଛି l

The post ସଡ଼କ ଦୁର୍ଘଟଣାରେ ୨ ମୃତ, ୭ ଗୁରୁତର, ଘଟଣାସ୍ଥଳରେ ଉତ୍ତେଜନା appeared first on KNews Odisha.