ହଟିବ ବଳଙ୍ଗା ସସପେନ୍ସ, ପୀଡ଼ିତାଙ୍କ ବୟାନ ପରେ ଧରାପଡ଼ିବ ନିଆଁ ଲଗା !
ଗ୍ରାଉଣ୍ଡରେ ମାରାଥନ୍ ତନାଘନା ଓ ତଦନ୍ତ ଚାଲିଥିଲେ ବି ଅଭିଯୁକ୍ତଙ୍କ ବାବଦରେ ତଥ୍ୟ ମିଳି ପାରିନି । ପୀଡ଼ିତାଙ୍କ ପରିବାର ଓ ସାଙ୍ଗଙ୍କୁ ପଚରାଉଚରା ହୋଇଛି । ସେହିପରି ପୀଡିତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିବା ବ୍ୟକ୍ତିଙ୍କୁ ବି ପଚରାଉଚରା ସରିଛି ।