ହଠାତ୍ ଟ୍ରାକ ଉପରେ ଅଟକିଲା ୩ ଯାତ୍ରୀବାହୀ ଟ୍ରେନ...ଟ୍ରେନରୁ ଡେଇଁ ଦୌଡିଲେ ଶହ ଶହ ଯାତ୍ରୀ..
ଲଗାଣ ବର୍ଷାରେ ରେଲୱେ ଟ୍ରାକ ଉପରେ ଧସିଲା ମାଟି । ମାଟି ଧସିବା ଯୋଗୁ କୋରାପୁଟ-କିରଣ୍ଡୁଲ ଲାଇନରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଜରର୍ଟି ଷ୍ଟେସନରେ ମାଟି ଅତଡା ଖସିବା ଯୋଗୁ ମାଲଗାଡି...