ହଠାତ୍ ସୁ ସୁ ଗର୍ଜନ କରି ମାଡିଆସିଲା...ଗାଧୋଉଥିବା ବେଳେ ଯୁବକକୁ ଘୋଷାଡି ନେଲା,ସମୁଦ୍ର ଭିତରେ...
ଅଶାନ୍ତ ହୋଇଗଲା ସମୁଦ୍ର । ସୁ ସୁ ଗର୍ଜନ କରି ମାଡିଆସିଲା ଯୁବକକୁ ସମୁଦ୍ର ମଧ୍ୟକୁ ଟାଣିନେଲା। ବାରଣ ସତ୍ୱେ ସମୁଦ୍ର କୂଳରେ ଗାଧୋଉଥିଲେ ଯୁବକ ଯାହା ଫଳରେ ଏଭଳି ଅଘଟଣ ଘଟିଗଲା। ଜଗତସିଂହପୁର ଜିଲ୍ଲା ପାରାଦୀପ ଲାଇଟ ହାଉସ ନିକଟସ୍ଥ ସମୁଦ୍ର କୂ