ହତ୍ୟା ପରେ ମୃତଦେହକୁ ଅଧା ପୋତିଦେବା ଘଟଣା: ଧରାପଡ଼ିଲେ ୨ ଅଭିଯୁକ୍ତ, ସିନ୍‌ ରିକ୍ରିଏଟ୍‌ କଲା ପୋଲିସ

ବରଗଡ଼,୯ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ପଞ୍ଚାୟତ କଲେଜ ନିକଟ ପଣ୍ଡରୀପଥର ପାଖ ଲେକଚର୍‌ କଲୋନୀ ପାଖରେ ଶୁକ୍ରବାର ବିଳମ୍ବିତ ରାତିରେ ସ୍ଥାନୀୟ ଦେବରାଜ ପାଣିଗ୍ରାହୀ (୪୫)ଙ୍କୁ ହତ୍ୟା ପରେ ମୃତଦେହକୁ ଅଧା ପୋତିଦେବା ଘଟଣାର ପର୍ଦ୍ଦାଫାଶ ହୋଇଛି। ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ସେମାନେ ହେଲେ ସ୍ଥାନୀୟ ଜିତେନ୍ଦ୍ର ଭୋଇ ଏବଂ ରାକେଶ ବିଶାର। ସୋମବାର ସକାଳେ ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ନେଇ ନେଇ ପୋଲିସ ସିନ ରିକ୍ରିଏଟ୍‌ କରିଥିଲା। ବରଗଡ଼ ଗ୍ରାମାଞ୍ଚଳ ଥାନା ପୋଲିସ ତଦନ୍ତ […] The post ହତ୍ୟା ପରେ ମୃତଦେହକୁ ଅଧା ପୋତିଦେବା ଘଟଣା: ଧରାପଡ଼ିଲେ ୨ ଅଭିଯୁକ୍ତ, ସିନ୍‌ ରିକ୍ରିଏଟ୍‌ କଲା ପୋଲିସ appeared first on Dharitri Odia News.

ହତ୍ୟା ପରେ ମୃତଦେହକୁ ଅଧା ପୋତିଦେବା ଘଟଣା: ଧରାପଡ଼ିଲେ ୨ ଅଭିଯୁକ୍ତ, ସିନ୍‌ ରିକ୍ରିଏଟ୍‌ କଲା ପୋଲିସ

ବରଗଡ଼,୯ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ପଞ୍ଚାୟତ କଲେଜ ନିକଟ ପଣ୍ଡରୀପଥର ପାଖ ଲେକଚର୍‌ କଲୋନୀ ପାଖରେ ଶୁକ୍ରବାର ବିଳମ୍ବିତ ରାତିରେ ସ୍ଥାନୀୟ ଦେବରାଜ ପାଣିଗ୍ରାହୀ (୪୫)ଙ୍କୁ ହତ୍ୟା ପରେ ମୃତଦେହକୁ ଅଧା ପୋତିଦେବା ଘଟଣାର ପର୍ଦ୍ଦାଫାଶ ହୋଇଛି। ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ସେମାନେ ହେଲେ ସ୍ଥାନୀୟ ଜିତେନ୍ଦ୍ର ଭୋଇ ଏବଂ ରାକେଶ ବିଶାର। ସୋମବାର ସକାଳେ ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ନେଇ ନେଇ ପୋଲିସ ସିନ ରିକ୍ରିଏଟ୍‌ କରିଥିଲା। ବରଗଡ଼ ଗ୍ରାମାଞ୍ଚଳ ଥାନା ପୋଲିସ ତଦନ୍ତ ଜାରି ରଖିଛି।

The post ହତ୍ୟା ପରେ ମୃତଦେହକୁ ଅଧା ପୋତିଦେବା ଘଟଣା: ଧରାପଡ଼ିଲେ ୨ ଅଭିଯୁକ୍ତ, ସିନ୍‌ ରିକ୍ରିଏଟ୍‌ କଲା ପୋଲିସ appeared first on Dharitri Odia News.