ହନୁମାନ ଜୟନ୍ତୀ; ସାରା ରାଜ୍ୟରେ ମୁତୟନ ହେବେ ୨୦୦ ପ୍ଲାଟୁନ ପୋଲିସ ଫୋର୍ସ
ଭୁବନେଶ୍ବର: ଆଜି ହନୁମାନ ଜୟନ୍ତୀ ତଥା ପବିତ୍ର ପଣା ସଂକ୍ରାନ୍ତି । ଏହି ଅବସରରେ ସାରା ରାଜ୍ୟରେ ମୁତୟନ କରାଯାଉଛି ୨୦୦ ପ୍ଲାଟୁନ ପୋଲିସ ଫୋର୍ସ। ୪୦ଟି ଡ୍ରୋନ୍ ସହ ୬୦୦ ସିସିଟିଭି କ୍ୟାମେରା ସର୍ଭିଲାନ୍ସରେ ରହିଛି ସମ୍ୱେଦନଶୀଳ ଅଞ୍ଚଳ। ହନୁମାନ ଜୟନ୍ତୀ ପାଇଁ ହାଇ ଆଲର୍ଟରେ ରହିଛି ସମ୍ବଲପୁର। ସମ୍ବଲପୁରରେ ଜଗିବେ ୧୦ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ । ୩ ରାପିଡ୍ ଆକ୍ସନ ଫୋର୍ସ ଓ ଅତିରିକ୍ତ ୫୦ ପ୍ଲାଟୁନ୍ ଫୋର୍ସ ରହିବେ । […] The post ହନୁମାନ ଜୟନ୍ତୀ; ସାରା ରାଜ୍ୟରେ ମୁତୟନ ହେବେ ୨୦୦ ପ୍ଲାଟୁନ ପୋଲିସ ଫୋର୍ସ appeared first on Odisha.News.
ଭୁବନେଶ୍ବର: ଆଜି ହନୁମାନ ଜୟନ୍ତୀ ତଥା ପବିତ୍ର ପଣା ସଂକ୍ରାନ୍ତି । ଏହି ଅବସରରେ ସାରା ରାଜ୍ୟରେ ମୁତୟନ କରାଯାଉଛି ୨୦୦ ପ୍ଲାଟୁନ ପୋଲିସ ଫୋର୍ସ। ୪୦ଟି ଡ୍ରୋନ୍ ସହ ୬୦୦ ସିସିଟିଭି କ୍ୟାମେରା ସର୍ଭିଲାନ୍ସରେ ରହିଛି ସମ୍ୱେଦନଶୀଳ ଅଞ୍ଚଳ।
ହନୁମାନ ଜୟନ୍ତୀ ପାଇଁ ହାଇ ଆଲର୍ଟରେ ରହିଛି ସମ୍ବଲପୁର। ସମ୍ବଲପୁରରେ ଜଗିବେ ୧୦ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ । ୩ ରାପିଡ୍ ଆକ୍ସନ ଫୋର୍ସ ଓ ଅତିରିକ୍ତ ୫୦ ପ୍ଲାଟୁନ୍ ଫୋର୍ସ ରହିବେ । ଧନକଉଡ଼ା ଠାରୁ ଟାଉନ ପର୍ଯ୍ୟନ୍ତ ଅପରାହ୍ଣ ୩ଟାରୁ ରାତି ୨ଟା ପର୍ଯ୍ୟନ୍ତ ବନ୍ଦ ରହିବ। ଅଇଁଠାପାଲି ଠାରୁ ଟାଉନ ଦିନ ୪ଟାରୁ ରାତ୍ର ୧୧ଟା ପର୍ଯ୍ୟନ୍ତ, ରେମେଡ଼ରୁ ଟାଉନ ୪ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ବନ୍ଦ ରହିବ। ଆହୁରି ମଧ୍ୟ ସରଲାକାନିରୁ ରାତି ୯ଟା ପର୍ଯ୍ୟନ୍ତ ଯାନବାହନ ଚଳାଚଳ ବନ୍ଦ ରହିବ ।
The post ହନୁମାନ ଜୟନ୍ତୀ; ସାରା ରାଜ୍ୟରେ ମୁତୟନ ହେବେ ୨୦୦ ପ୍ଲାଟୁନ ପୋଲିସ ଫୋର୍ସ appeared first on Odisha.News.