ହରନାଜ ସାନ୍ଧୁଙ୍କ କମ୍‌ବ୍ୟାକ୍; ସ୍ଲିମ୍ ହେଇ ଟ୍ରୋଲର୍‌ଙ୍କୁ ଦେଲେ ଜବାବ

ମିସ୍ ୟୁନିଭର୍ସ ୨୦୨୧ ବିଜେତା ହରନାଜ ସାନ୍ଧୁ ନିଜକୁ ଟ୍ରାନ୍ସଫର୍ମ କରି ଟ୍ରୋଲର୍‌ମାନଙ୍କୁ ଉଚିତ ଜବାବ ଦେଇଛନ୍ତି। ସେ ମିସ୍ କସ୍‌ମୋ ୨୦୨୪ରେ ଅଂଶଗ୍ରହଣ କରିବାକୁ ଭିଏତନାମ ଯାଇଥିଲେ, ଯେଉଁଠାରେ ସେ ଏକ ଗୋଲ୍ଡେନ୍ ଗାଉନ୍‌ରେ ଏକ ଭିନ୍ନ ଷ୍ଟାଇଲ୍‌ରେ ଜଲ୍‌ୱା ଦେଖେଇଛନ୍ତି।