ହରିଣ ଗୋଡେଇବା ବେଳେ ଡେଇଁ ପଡ଼ିଲା ପୋଖରୀରେ, ବନ ବିଭାଗ କଲା ଉଦ୍ଧାର! Deer rescued in Bhadrak.
ଦୀର୍ଘ ଦିନ ପରେ ଧରା ହେଲା ହରିଣ । ନଦୀ ପଠା ରୁ ଗାଁ କୁ ଡେଇଁ ଡେଇଁ ବୁଲୁଥିଲା ହରିଣ । କିନ୍ତୁ ପୋଖରୀ ରେ ପଡିଯିବାରୁ ଧରିଲେ ଗ୍ରାମବାସୀ । ଭଦ୍ରକ ସହର ର ଗେଲପୂର୍ ଅଞ୍ଚଳ ରୁ ହରିଣ ଟି ଧରା ପଡ଼ିଛି । ସୂଚନା ଯୋଗ୍ୟ ଯେ ଭଦ୍ରକ ଜିଲ୍ଲା ଅଧି