ହସୁଥିବା ନରିଙ୍କ ଆଖିରେ ଲୁହ, ମାଡ଼ମାରି କାନମୁଣ୍ଡା ଫଟାଇଛନ୍ତି ଯାତ୍ରା ମାଲିକ! Popular Jatra Comedian Attacked
ହସୁଥିବା ନରିଙ୍କ ଆଖିରେ ଆଜି ଲୁହ , ମାଡ଼ ମାରି କାନ ମୁଣ୍ଡା ଫଟାଇଛନ୍ତି ଯାତ୍ରା ମାଲିକ ! ଟଙ୍କା ପାଇଁ ହାସ୍ୟ ଅଭିନେତା ନରି ପଣ୍ଡାଙ୍କୁ ମାଡ଼ ମାରିଲେ ତୁଳସୀ ଗଣନାଟ୍ୟର ମାଲିକ ! ସମସ୍ତଙ୍କୁ ହାସାଉଥିବା ଲୋକଟା ଆଜି କାନ୍ଦୁଛି।ରାତି ହେଲେ