'ହସ୍ପିଟାଲର ତ୍ରୁଟି ପାଇଁ ସବୁକିଛି ହେଇଛି'
ଏହି ଘଟଣାକୁ ନେଇ ହାଇଟେକ୍ ମେଡିକାଲକୁ ସିଧାସଳଖ ଦାୟୀ କରିଛନ୍ତି ଦିଲ୍ଲୀପ ସାମନ୍ତରାୟଙ୍କ ଶ୍ୱଶୂର।
ହାଇଟେକ୍ ମେଡିକାଲ ବିସ୍ଫୋରଣ ଘଟଣା। ଏହି ଘଟଣାକୁ ନେଇ ହାଇଟେକ ମେଡିକାଲକୁ ସିଧାସଳଖ ଦାୟୀ କରିଛନ୍ତି ଦିଲ୍ଲୀପ ସାମନ୍ତରାୟଙ୍କ ଶ୍ୱଶୂର। ସେ କହିଛନ୍ତି, ମେଡିକାଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ମୋ ଝିଅ ପ୍ରାଣ ହରାଇଛି। ତେବେ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ।