ହାଇକୋର୍ଟରେ ରାଉରକେଲା ବିଧାନସଭା ନିର୍ବାଚନ ମାମଲା, ୨୭ରେ ପରବର୍ତ୍ତୀ ଶୁଣାଣି

ହାଇକୋର୍ଟରେ ରାଉରକେଲା ବିଧାନସଭାର ଅନ୍ୟ ଏକ ନିର୍ବାଚନ ମାମଲା । ବିଚାର ପାଇଁ ମାମଲାକୁ ଗ୍ରହଣ କଲେ ହାଇକୋର୍ଟ । ମାମଲରେ ବିଧାୟକ ସାରଦା ନାୟକଙ୍କୁ ହାଇକୋର୍ଟଙ୍କ ନୋଟିସ । ଆସନ୍ତା ୨୭ରେ ମାମଲାର ପରବର୍ତ୍ତୀ ଶୁଣାଣି । ମିଥ୍ୟା ନିର୍ବାଚନ ସତ୍ୟପାଠ ଦାଖଲ କରିଥିବା ଦର୍ଶାଇ ହାଇକୋର୍ଟରେ ରୁଜ୍ଜୁ ହୋଇଛି ମାମଲା । ଅନ୍ୟତମ ପରାଜିତ ପ୍ରାର୍ଥୀ ରାଜ କୁମାର ଯାଦବଙ୍କ ପକ୍ଷରୁ ହାଇକୋର୍ଟରେ ହୋଇଛି ଏହି ଆବେଦନ । ସାରଦାଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା […] The post ହାଇକୋର୍ଟରେ ରାଉରକେଲା ବିଧାନସଭା ନିର୍ବାଚନ ମାମଲା, ୨୭ରେ ପରବର୍ତ୍ତୀ ଶୁଣାଣି appeared first on KNews Odisha.

ହାଇକୋର୍ଟରେ ରାଉରକେଲା ବିଧାନସଭା ନିର୍ବାଚନ ମାମଲା, ୨୭ରେ ପରବର୍ତ୍ତୀ ଶୁଣାଣି
hc

ହାଇକୋର୍ଟରେ ରାଉରକେଲା ବିଧାନସଭାର ଅନ୍ୟ ଏକ ନିର୍ବାଚନ ମାମଲା । ବିଚାର ପାଇଁ ମାମଲାକୁ ଗ୍ରହଣ କଲେ ହାଇକୋର୍ଟ । ମାମଲରେ ବିଧାୟକ ସାରଦା ନାୟକଙ୍କୁ ହାଇକୋର୍ଟଙ୍କ ନୋଟିସ । ଆସନ୍ତା ୨୭ରେ ମାମଲାର ପରବର୍ତ୍ତୀ ଶୁଣାଣି । ମିଥ୍ୟା ନିର୍ବାଚନ ସତ୍ୟପାଠ ଦାଖଲ କରିଥିବା ଦର୍ଶାଇ ହାଇକୋର୍ଟରେ ରୁଜ୍ଜୁ ହୋଇଛି ମାମଲା । ଅନ୍ୟତମ ପରାଜିତ ପ୍ରାର୍ଥୀ ରାଜ କୁମାର ଯାଦବଙ୍କ ପକ୍ଷରୁ ହାଇକୋର୍ଟରେ ହୋଇଛି ଏହି ଆବେଦନ । ସାରଦାଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା ପାଇଁ ହୋଇଛି ଏହି ମାମଲା । ଦିଲ୍ଲୀପ ରାୟଙ୍କ ପକ୍ଷରୁ ଏହି ବିଧାନସଭା ନିର୍ବାଚନକୁ ନେଇ ମାମଲା ମଧ୍ୟ ହୋଇଛି ।

The post ହାଇକୋର୍ଟରେ ରାଉରକେଲା ବିଧାନସଭା ନିର୍ବାଚନ ମାମଲା, ୨୭ରେ ପରବର୍ତ୍ତୀ ଶୁଣାଣି appeared first on KNews Odisha.