ହାତ ଛାଡି ପଦ୍ମ ଧରିଲେ ପୂର୍ବତନ ଏମ୍‌ପି, ଏହି ଆସନରୁ ଲଢିପାରନ୍ତି ନିର୍ବାଚନ

ଲକ୍ଷ୍ନୌ,୫।୩: ଲୋକସଭା ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶରେ କଂଗ୍ରେସକୁ ବଡ଼ ଝଟକା ଲାଗିଛି। ରାଜ୍ୟର ସଂସଦୀୟ ଲୋକ ସଭା ଆସନ ବାରାଣସୀରୁ ଏମ୍‌ପି ରହିଥିବା ରାଜେଶ ମିଶ୍ରା ଦଳ ଛାଡିଛନ୍ତି। ସେ ମଙ୍ଗଳବାର ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। କୁହାଯାଉଛି ଯେ, ରାଜେଶ ଭଦୋହି ଲୋକ ସଭା ଆସନରୁ ନିର୍ବାଚନ ଲଢିପାରନ୍ତି। ରାଜେଶ ୨୦୦୪ରୁ ୨୦୦୯ମଧ୍ୟରେ ବାରାଣସୀରୁ ଏମ୍‌ପି ଥିଲେ। ପାର୍ଟିରେ ରାଜେଶ ମିଶ୍ରାଙ୍କୁ ରବି ଶଙ୍କର ପ୍ରସାଦ ଏବଂ ଅରୁଣ ସିଂ ସାମିଲ ଦଳରେ ସାମିଲ […] The post ହାତ ଛାଡି ପଦ୍ମ ଧରିଲେ ପୂର୍ବତନ ଏମ୍‌ପି, ଏହି ଆସନରୁ ଲଢିପାରନ୍ତି ନିର୍ବାଚନ appeared first on Dharitri Odia News.

ହାତ ଛାଡି ପଦ୍ମ ଧରିଲେ ପୂର୍ବତନ ଏମ୍‌ପି, ଏହି ଆସନରୁ ଲଢିପାରନ୍ତି ନିର୍ବାଚନ

ଲକ୍ଷ୍ନୌ,୫।୩: ଲୋକସଭା ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶରେ କଂଗ୍ରେସକୁ ବଡ଼ ଝଟକା ଲାଗିଛି। ରାଜ୍ୟର ସଂସଦୀୟ ଲୋକ ସଭା ଆସନ ବାରାଣସୀରୁ ଏମ୍‌ପି ରହିଥିବା ରାଜେଶ ମିଶ୍ରା ଦଳ ଛାଡିଛନ୍ତି। ସେ ମଙ୍ଗଳବାର ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। କୁହାଯାଉଛି ଯେ, ରାଜେଶ ଭଦୋହି ଲୋକ ସଭା ଆସନରୁ ନିର୍ବାଚନ ଲଢିପାରନ୍ତି।

ରାଜେଶ ୨୦୦୪ରୁ ୨୦୦୯ମଧ୍ୟରେ ବାରାଣସୀରୁ ଏମ୍‌ପି ଥିଲେ। ପାର୍ଟିରେ ରାଜେଶ ମିଶ୍ରାଙ୍କୁ ରବି ଶଙ୍କର ପ୍ରସାଦ ଏବଂ ଅରୁଣ ସିଂ ସାମିଲ ଦଳରେ ସାମିଲ କରାଇଛନ୍ତି।

The post ହାତ ଛାଡି ପଦ୍ମ ଧରିଲେ ପୂର୍ବତନ ଏମ୍‌ପି, ଏହି ଆସନରୁ ଲଢିପାରନ୍ତି ନିର୍ବାଚନ appeared first on Dharitri Odia News.