ହାତ ଛାଡିଲେ ବାପି ସର୍ଖେଲ, ପିସିସି ସଭାପତିଙ୍କୁ ଦେଲେ ଇସ୍ତଫା ପତ୍ର

ଭୁବନେଶ୍ୱର ୦୪/୦୪: କଂଗ୍ରେସ ଛାଡିଲେ ବାପି ସର୍ଖେଲ । ଗୁରୁବାର କଂଗ୍ରେସର ସମସ୍ତ ପଦବୀ ଓ ପ୍ରାଥମିକ ସଭ୍ୟ ପଦରୁ ବାପି ସର୍ଖେଲ ଇସ୍ତଫା ଦେଇଛନ୍ତି । ପିିିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଚିଠି ଲେଖି, ସେ ନିଜର ଇସ୍ତଫା ସମ୍ପର୍କରେ ସୂଚନା ଦେଇଛନ୍ତି । ଏଥିସହ ଲୋକଙ୍କ ସେବା କରିବାର ସୁଯୋଗ ଦେଇଥିବାରୁ ସେ କଂଗ୍ରେସକୁ ଧନ୍ୟବାଦ ଦେଇଛନ୍ତି । ସେ କହିଛନ୍ତି ଯେ, ପାରାଦୀପ ନିର୍ବାଚନମଣ୍ଡଳୀର ସମସ୍ତ ଭାଇ, ଭଉଣୀ, ଗୁରୁଜନମାନେ ମୋ ଉପରେ ଆସ୍ଥା ଓ ବିଶ୍ୱାସ ପ୍ରକଟ କରି ମୋ ସହ ସୁଖରେ ଦୁଃଖରେ ଅଛନ୍ତି ।ତେବେ କଂଗ୍ରେସ ଦଳରୁ ଇସ୍ତଫା ଦେଲେ ମଧ୍ୟ ସେମାନଙ୍କ ପାଇଁ ଏହା ପରେ ବିଜେଡି ଦଳୀୟ କାର୍ଯ୍ୟାଳୟରେ ବି ନଜର ଆସିଥିଲେ । ସେତେବଳେ ଚର୍ଚ୍ଚା ହେଉଥିଲା କି ବାପି ସର୍ଖେଲ କଂଗ୍ରେସରୁ ଇସ୍ତଫା ଦେଇ ବିଜେଡିରେ ସାମିଲ ହୋଇପାରନ୍ତି । ତେବେ ପ୍ରକୃତରେ ସେ ବିଜେଡିରେ ସାମିଲ୍ ହେବେ କି ନାହିଁ ତାହା ଜଣାପଡିନି । 

ହାତ ଛାଡିଲେ ବାପି ସର୍ଖେଲ, ପିସିସି ସଭାପତିଙ୍କୁ ଦେଲେ ଇସ୍ତଫା ପତ୍ର

ଭୁବନେଶ୍ୱର ୦୪/୦୪: କଂଗ୍ରେସ ଛାଡିଲେ ବାପି ସର୍ଖେଲ । ଗୁରୁବାର କଂଗ୍ରେସର ସମସ୍ତ ପଦବୀ ଓ ପ୍ରାଥମିକ ସଭ୍ୟ ପଦରୁ ବାପି ସର୍ଖେଲ ଇସ୍ତଫା ଦେଇଛନ୍ତି । ପିିିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଚିଠି ଲେଖି, ସେ ନିଜର ଇସ୍ତଫା ସମ୍ପର୍କରେ ସୂଚନା ଦେଇଛନ୍ତି । 

ଏଥିସହ ଲୋକଙ୍କ ସେବା କରିବାର ସୁଯୋଗ ଦେଇଥିବାରୁ ସେ କଂଗ୍ରେସକୁ ଧନ୍ୟବାଦ ଦେଇଛନ୍ତି । ସେ କହିଛନ୍ତି ଯେ, ପାରାଦୀପ ନିର୍ବାଚନମଣ୍ଡଳୀର ସମସ୍ତ ଭାଇ, ଭଉଣୀ, ଗୁରୁଜନମାନେ ମୋ ଉପରେ ଆସ୍ଥା ଓ ବିଶ୍ୱାସ ପ୍ରକଟ କରି ମୋ ସହ ସୁଖରେ ଦୁଃଖରେ ଅଛନ୍ତି ।

ତେବେ କଂଗ୍ରେସ ଦଳରୁ ଇସ୍ତଫା ଦେଲେ ମଧ୍ୟ ସେମାନଙ୍କ ପାଇଁ ଏହା ପରେ ବିଜେଡି ଦଳୀୟ କାର୍ଯ୍ୟାଳୟରେ ବି ନଜର ଆସିଥିଲେ । ସେତେବଳେ ଚର୍ଚ୍ଚା ହେଉଥିଲା କି ବାପି ସର୍ଖେଲ କଂଗ୍ରେସରୁ ଇସ୍ତଫା ଦେଇ ବିଜେଡିରେ ସାମିଲ ହୋଇପାରନ୍ତି । ତେବେ ପ୍ରକୃତରେ ସେ ବିଜେଡିରେ ସାମିଲ୍ ହେବେ କି ନାହିଁ ତାହା ଜଣାପଡିନି ।